Odisha Economic Survey Report: Manufacturing sector in the state to grow at 8.3 percent

ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ

 19-02-2026

ଭୁବନେଶ୍ୱର, 19 ଫେବ୍ରୁଆରି - ବଜେଟ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଯାଇଛି । ରିପୋର୍ଟରେ ୨୦୨୫-୨୬ (ଅଗ୍ରୀମ ଆକଳନ)ରେ ବର୍ତ୍ତମାନର ମୂଲ୍ୟରେ ଓଡିଶାର ମୋଟ ରାଜ୍ୟ ସଂଯୋଗିତ ମୂଲ୍ୟରେ ଶିଳ୍ପ କ୍ଷେତ୍ର ୪୧.୩ ପ୍ରତିଶତ ଯୋଗଦାନ ଦେଇଛି, ଯାହାର ମୂଲ୍ୟ ପ୍ରାୟ ୩.୬ ଲକ୍ଷ କୋଟି ଟଙ୍କା । ସ୍ଥିର ମୂଲ୍ୟରେ ଏହି କ୍ଷେତ୍ର ୬.୪ ପ୍ରତିଶତ ଅଭିବୃ...

Even after 10 months of the current financial year, the Odisha government has not been able to spend more than 50 percent of the budget: Congress

ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କଂଗ୍ରେସ

 19-02-2026

ବଜେଟ ରାଶି ଖର୍ଚ୍ଚ କରୁନାହଁ ବିକାଶ କେମିତି ହେବ ? : କଂଗ୍ରେସ ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ସରିବାକୁ ମାତ୍ର ଆଉ ଦୁଇଟି ମାସ ବାକି ଅଛି । କିନ୍ତୁ ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଯେଉଁ ବଜେଟ ଉପସ୍ଥାପନ କରିଥିଲେ ୧୦ ମାସ ପରେ ମଧ୍ୟ ସମୁଦାୟ ବଜେଟର ୫୦ ପ୍ରତିଶତରୁ ଅଧିକ ଅର୍ଥ ରାଶି ଏ ପର୍ଯ୍ୟନ୍ତ ଖର୍ଚ୍ଚ କରି ପାରିନାହନାନ୍ତି । ପ...

Union Budget presented

କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ

 01-02-2026

ନୂଆଦିଲ୍ଲୀ, 01 ଫେବ୍ରୁଆରି : - କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ୍ 2026-27 ଉପସ୍ଥାପନ କରିଛନ୍ତି। କର୍ତ୍ତବ୍ୟ ଭବନରେ ପ୍ରସ୍ତୁତ ପ୍ରଥମ ବଜେଟ୍ 3ଟି କର୍ତ୍ତବ୍ୟ ଦ୍ୱାରା ଅନୁପ୍ରାଣିତ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ପ୍ରଥମ କର୍ତ୍ତବ୍ୟ ହେଉଛି ଉତ୍ପାଦକତା ଏବଂ ପ୍ରତିଯୋଗିତାକୁ ବୃଦ୍ଧି କରି...

Industrialists have ignored their self-interest: devotee

ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ

 19-01-2026

ମନରେଗା ଉଚ୍ଛେଦ, ବିଜୁଳି ଚକ୍ରାନ୍ତ ଓ ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ଝାରସୁଗୁଡାରେ କଂଗ୍ରେସର ବିକ୍ଷୋଭ ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ଜୀବନ ସାର୍ଥକ ଦାସଙ୍କ ନେତୃତ୍ୱରେ ଆଜି ଝାରସୁଗୁଡ଼ା ଠାରେ ମନରେଗା ଉଚ୍ଛେଦ, ବିଜୁଳି ଚକ୍ରାନ୍ତ, ଧାନ କିଣା ଅବ୍ୟବସ୍ଥା ବିରୋଧରେ କଂଗ୍ରେସର ମହାସମାବେଶ ଆୟୋଜିତ ହୋଇଥିଲା । ପିସିସି...