- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ପ୍ରାଣୀ ସମ୍ପଦ ମନ୍ତ୍ରୀଙ୍କ ସହିତ ସକରାତ୍ମକ ଆଲୋଚନା ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ବିଧାନସଭା ଘେରାଓ ସ୍ଥଗିତ ରଖିଲେ ଦୁଗ୍ଧଚାଷୀ
18-09-2025
ଭୁବନେଶ୍ୱର :ଦୁଗ୍ଧଚାଷୀ ମହାସଂଘ ଓ ବିଭିନ୍ନ ଯାଦବ ମହାସଂଘର ପ୍ରତିନିଧିମାନଙ୍କର ଏକ ଜରୁରୀ ବୈଠକ ପ୍ରାଣୀସମ୍ପଦ ମନ୍ତ୍ରୀଙ୍କ ବାସଭବନରେ ମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀଙ୍କ ସହିତ ଦୁଗ୍ଧଚାଷୀମାନଙ୍କର ଦାବି ଉପରେ ଆଲୋଚନା ସକରାତ୍ମକ ହୋଇଛି । ମନ୍ତ୍ରୀ ପୁଙ୍ଖାନୁପୁଙ୍ଖ ଭାବରେ ଦୁଗ୍ଧଚାଷୀମାନଙ୍କର ତିନିଦଫା ଦାବିକୁ ଗୁରୁତ୍ୱ ଦେଇ...
ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଅନୁଗୋଳ ଓ ଢେଙ୍କାନାଳରେ ୭୦୦୦ ବୃକ୍ଷରୋପଣ
17-09-2025
(FM News): ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ବୃକ୍ଷରୋପଣ ଅଭିଯାନ ଆୟୋଜିତ ହୋଇଯାଇଛି। ଏକ୍ ପେଡ୍ ମା କେ ନାମ: ୨.୦ ଅଭିଯାନ ଅଧୀନରେ ୭୦୦୦ ବୃକ୍ଷରୋପଣ କରାଯାଇଛି। ଟିଏସ୍ଏମ୍ର କର୍ମଚାରୀ ସ୍ୱେଚ୍ଛାସେବୀମାନେ ଉତ୍ସାହର ସହ ଏହି ଅଭିଯାନରେ ଭାଗ ନେଇ...
ଯିଏ ଦୁର୍ନୀତି କରିବ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ- ସୁରେଶ ପୂଜାରୀ
13-09-2025
(FM News):--ଲାଞ୍ଚ ନେଇ ବାମରା ତହସିଲଦାର ତଥା ଓଏଏସ ଟପର ଧରାପଡ଼ିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଉପରେ ବିଜେପି ସରକାରଙ୍କ କଡ଼ା ଆଭିମୁଖ୍ୟ । ଦୁର୍ନୀତି କରି ଅନେକ ଅଫିସର ଜେଲରେ ଗଲେଣି । ଦୁଇ ଦିନ ତଳେ କୁଚିଣ୍ଡା ତହସିଲଦାରଙ୍କୁ ସରକାର ନିଲମ୍ବନ କରିଛନ୍ତି । ଜଣେ ନିର୍ଦ୍ଦିଷ୍...
ପୁରୀ ବିମାନ ବନ୍ଦରକୁ ଝଟକା
04-07-2025
- ମଂଜୁରୀ ସ୍ଥଗିତ ରଖିଲା ପରିବେଶ ମନ୍ତ୍ରଣାଳୟ ଭୁବନେଶ୍ୱର, ୦୪ ଜୁଲାଇ : - ପୁରୀ ବିମାନ ବନ୍ଦରକୁ ଝଟକା ଲାଗିଛି। ପୁରୀରେ ବିମାନ ବନ୍ଦର ନିର୍ମାଣ ନେଇ ଆପତି ଉଠାଇଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ। ପରିବେଶ ମନ୍ତ୍ରଣାଳୟର ଜଙ୍ଗଲ ପରାମର୍ଶଦାତା କମିଟି (ଏଫଏସି) ଓଡ଼ିଶାର ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମଞ୍ଜୁରୀକୁ ସ୍ଥଗିତ ରଖି...