- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଅହମଦାବାଦ ବିମାନ ଦୁର୍ଘଟଣା ପରେ ସରକାର କଠୋର, ଡିଜିସିଏ ଜାରି କଲା ନୂଆ ଗାଇଡଲାଇନ
20-06-2025
ଅହମଦାବାଦ :- ଅହମଦାବାଦରେ ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏପରି ଘଟଣାକୁ ରୋକିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି। ଏହାଅନୁଯାୟୀ, କେନ୍ଦ୍ର ସରକାର ବିମାନବନ୍ଦର ଚାରିପାଖରେ ଉଚ୍ଚ ଅଟ୍ଟାଳିକା ବା ଅନ୍ୟାନ୍ୟ ଭିତ୍ତିଭୂମି କାରଣରୁ ହେଉଥିବା ଦୁର୍ଘଟଣାକୁ ରୋକିବା ଉଦ୍ଦେଶ୍ୟରେ ନୂଆ ଗାଇଡଲାଇନଜାରି କରିଛନ୍ତି...
ପାଟଣାଗଡ଼ରୁ ଆବୁଧାବି ଓ ଲଣ୍ଡନକୁ ଗଲା ଆମ୍ବ
15-06-2025
ବଲାଙ୍ଗିର :- ପାଟଣାଗଡ଼ରୁ ଆବୁଧାବି ଓ ଲଣ୍ଡନକୁ ଗଲା ଆମ୍ବ । ଏଭଳି ଏକ ଉତ୍ସାହପ୍ରଦ ଖବର ଆସିଛି । ପାଟଣାଗଡ଼ରୁ ସିଧା ବିଦେଶକୁ ପହଂଚିଛି ପାଟଣାଗଡ଼ ମାଟିରେ ଫଳିଥିବା ଆମ୍ବ । ପାଟଣାଗଡ଼ର ଚିନ୍ତାମଣି ରାଉତ, ବ୍ୟାସ ପୁରୋହିତ, ପ୍ରଦୀପ ପୁରୋହିତଙ୍କ ଆମ୍ବ ରପ୍ତାନୀ ହୋଇଥିବା ସୂଚନାରେ କୁହାଯାଇଛି । ମୁଖ୍ୟତଃ ପାଟଣାଗଡ଼ ମାଟିରେ ଫଳୁଥିବା ଆମ୍ବ୍ରପଲ୍ଲୀ କିସମ ଆମ୍ବ...
ରେପୋ ରେଟ 0.50 ପ୍ରତିଶତ ହ୍ରାସ କରି 5.50 ପ୍ରତିଶତ କଲା ଆରବିଆଇ
07-06-2025
ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ନୀତିଗତ ସୁଦ ହାର (ରେପୋ ରେଟ୍) କୁ 0.50 ପ୍ରତିଶତ କମାଇ ଏହାକୁ 5.50 ପ୍ରତିଶତ କରିଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣ ସଂଜୟ ମଲହୋତ୍ରା ଆଜି ଦ୍ୱିମାସିକ ମୌଦ୍ରିକ ନୀତି କମିଟିର ତିନି ଦିନିଆ ବୈଠକ ପରେ ମୁମ୍ବାଇରେ ଏହି ଘୋଷଣା କରିଛନ୍ତି। ଆରବିଆଇର ଏହି ସିଦ୍ଧାନ୍ତ ଫଳରେ ହୋମ୍ ଲୋନ୍ ଓ କାର୍ ଲୋନର ଇଏମଆଇହ୍ରାସ ପାଇବାର ରାସ...
ଧାନର ଏମ୍ଏସ୍ପି ୩୦୦୦ ଟଙ୍କା ହେଉ : ସମାଜବାଦୀ ପାର୍ଟି
30-05-2025
ଭୁବନେଶ୍ୱର - ଚିରାଚରିତ ଭାବେ କେନ୍ଦ୍ର ସରକାର ଧାନର ଏମ୍ଏସ୍ପି ମାତ୍ର ଅଳ୍ପକିଛି ଟଙ୍କା ବଢାଇ ଓଡ଼ିଶା ପରି କୃଷିପ୍ରଧାନ ରାଜ୍ୟକୁ ଆଉଥରେ ଲଲିପପ୍ ଧରାଇ ଦେଇଛନ୍ତି। ୨୦୨୫-୨୬ ଖରିଫ ଋତୁ ପାଇଁ ବୁଧବାର ଧାନ ସମେତ ୧୪ଟି କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରିଛନ୍ତି। ରାଶି, କପା, ହରଡ଼, ବାଜରା ଭଳି ଶସ୍ୟ...