Odisha will become self-reliant in potatoes, onions - Supplies Minister

ଆଳୁ, ପିଆଜରେ ଆତ୍ମ ନିର୍ଭର ହେବ ଓଡ଼ିଶା - ଯୋଗାଣ ମନ୍ତ୍ରୀ

 01-01-2025

ଭୁବନେଶ୍ୱର, 1 ଜାନୁଆରି-ଆଳୁ, ପିଆଜରେ ଆତ୍ମ ନିର୍ଭର ହେବ ଓଡ଼ିଶା । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକରେ ଆତ୍ମ ନିର୍ଭରଶୀଳ ହେବ ଆମ ରାଜ୍ୟ । କୃଷି, ଯୋଗାଣ ଓ ସମବାୟ ବିଭାଗର ମିଳିତ ସହଯୋଗରେ ଏହା କରାଯିବ । ଖୁବଶୀଘ୍ର ଏଥିପାଇଁ ବୈଠକ ଡକାଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଆଗକୁ ବଢିବା ପାଇଁ ଲକ୍ଷ...

Sitharaman holds 6th pre-budget meeting with representatives from health and education sectors

ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରର ପ୍ରତିନିଧୀଙ୍କ ସହ ସୀତାରମଣ ଷଷ୍ଠ ପ୍ରି-ବଜେଟ୍ ବୈଠକ

 31-12-2024

(FMNews):ନୂଆଦିଲ୍ଲୀ:- ସୋମବାର ରାଜଧାନୀ ନୂଆଦିଲ୍ଲୀରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରର ବିଶେଷଜ୍ଞ ତଥା ପ୍ରତିନିଧୀଙ୍କ ସହ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଷଷ୍ଠ ବଜେଟ୍ର ପ୍ରି-ବଜେଟ୍ ପରାମର୍ଶ ବୈଠକ କରିଛନ୍ତି। ଏହି ବୈଠକରେ କେନ୍ଦ୍ର ବଜେଟ୍ ୨୦୨୫-୨୬ ପାଇଁ ପ୍ରସ୍ତୁତିର ଏକ ଅଂଶ ଭାବରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା...

Flights to Hyderabad, Raipur, Lucknow, Mumbai from Jharsuguda from January 1

୧ ଜାନୁ୍ଆରୀରୁ ଝାରସୁଗୁଡାରୁ ହାଇଦ୍ରାବାଦ୍, ରାୟପୁର, ଲକ୍ଷ୍ନୌ, ମୁମ୍ବାଇକୁ ଉଡିବ ବିମାନ

 30-12-2024

ଭୁବନେଶ୍ୱର, 30 ଡିସେମ୍ବର - ଓଡ଼ିଶାର ଯୋଗାଯୋଗ ବ୍ୟବସ୍ଥାରେ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ୦୧ ଜାନୁ୍ଆରୀ ୨୦୨୫ରୁ ଝାରସୁଗୁଡାରୁ ହାଇଦ୍ରାବାଦ୍, ରାୟପୁର, ଲକ୍ଷ୍ନୌ, ମୁମ୍ବାଇକୁ ଏବଂ ୦୩ ଜାନୁ୍ଆରୀ ୨୦୨୫ରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ୍, କୋଚି, ଜୟପୁର, ଲକ୍ଷ୍ନୌକୁ ସିଧାସଳଖ ବିମାନ ସେବା ଆରମ୍ଭ ହେଉଛି।...

House seized due to bank loan default

ବ୍ୟାଙ୍କ ଋଣ ନ ସୁଝିବାରୁ ଘର ଜବତ

 27-12-2024

ଜୟପୁର, ୨୭ ଡିସେମ୍ବର- ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଋଣ ନେଇ ପୈଠ କରିନଥିବାରୁ ଘର ଜବତ ହୋଇଛି । ଜୟପୁର ଇରିଗେସନ କଲୋନିର ସ୍ୱର୍ଗତ ହୃଷିକେଶ ସାହୁଙ୍କ ଘରକୁ ଜବତ କରାଯାଇଛି । ଘର ବନ୍ଧକ ରଖି ଗଜାନନ ଇଣ୍ଡଷ୍ଟ୍ରି ପାଇଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ରୁ ୧୪ ଲକ୍ଷ ଟଙ୍କା ଋଣ ଆଣିଥିଲେ । ସୁଧ ମିଶାଇ ବର୍ତମାନ ୪୬ ଲକ୍ଷ ଟଙ୍କାରୁ ଉର୍ଧ୍ଵ ପହଞ୍ଚିଛି । ବାରମ୍ବାର ବ୍ୟାଙ୍...