- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଟ୍ରମ୍ପଙ୍କ ୨୫ ପ୍ରତିଶତ ଟାରିଫ୍ ଭାରତର ଜିଡିପି ଉପରେ ନକାରାତ୍ମକ ପ୍ରଭାବ ପକାଇବ: ବିଶେଷଜ୍ଞ
01-08-2025
ଜଗଦାନନ୍ଦ ପ୍ରଧାନ ସଂପାଦକ,ଫାଷ୍ଟ ମେଲ ନ୍ୟୁଜ୍ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ୧ ଅଗଷ୍ଟରୁ ଆମେରିକାର ଆମଦାନୀ ଉପରେ ୨୫ ପ୍ରତିଶତ ଟାରିଫ୍ ଏବଂ ରୁଷିଆରୁ ସାମରିକ ଉପକରଣ ଓ ଅଶୋଧିତ ତୈଳ କ୍ରୟ ପାଇଁ ଜରିମାନା ଲାଗୁ କରିବା ପରେ ଏ ନେଇ ବିଶେଷଜ୍ଞଙ୍କ ମଧ୍ୟରେ ବିଭିନ୍ନ ଆଶଙ୍କା ପ୍ରକାଶ ପାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ,୧...
ବାଂଲାଦେଶ ସାମରିକ ବିମାନ ଦୁର୍ଘଟଣାରେ ଆହତ ଚିକିତ୍ସା ପାଇଁ ଭାରତ ପଠାଇବ ବର୍ନ ବିଶେଷଜ୍ଞ ଚିକିତ୍ସକ ଟିମ୍
23-07-2025
ନୂଆଦିଲ୍ଲୀ, 23 ଜୁଲାଇ-ବାଂଲାଦେଶରେ ଘଟିଥିବା ସେନା ବିମାନ ଦୁର୍ଘଟଣାରେ ଆହତ ଲୋକଙ୍କୁ ଚିକିତ୍ସା ସୁବିଧା ଦେବା ପାଇଁ ଭାରତ ବିଶେଷଜ୍ଞ ଚିକିତ୍ସକ ଏବଂ ନର୍ସମାନଙ୍କ ଏକ ଟିମ୍ ଢାକାକୁ ପଠାଉଛି। ବାଂଲାଦେଶ ବାୟୁସେନାର ଏକ ଚୀନ୍-ନିର୍ମିତ ଟ୍ରେନର୍ ଫାଇଟର୍ ଜେଟ୍ ୨୧ ଜୁଲାଇ ଦିନ ଢାକାର ମାଇଲସ୍ଟୋନ୍ ସ୍କୁଲ୍ ଆଣ୍ଡ କଲେଜର ବିଲ୍ଡିଂ ସହ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହ...
ମଧ୍ୟପ୍ରାଚ୍ୟ ସଂଘର୍ଷ: ଡୋନାଲ୍ଡ ଟ୍ରମ୍ପଙ୍କ ୬୦ ଦିନିଆ ଯୁଦ୍ଧବିରତି ଯୋଜନାକୁ ଇସ୍ରାଏଲର ସହମତ
02-07-2025
(FM News):-- ମଙ୍ଗଳବାର ଦିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇସ୍ରାଏଲ ଗାଜାରେ ପ୍ରସ୍ତାବିତ ୬୦ ଦିନିଆ ଯୁଦ୍ଧବିରତିର ମୁଖ୍ୟ ସର୍ତ୍ତଗୁଡ଼ିକୁ ସ୍ୱୀକାର କରିଛି । ଅକ୍ଟୋବର ୨୦୨୩ ପରେ ଚାଲିଥିବା ସଂଘର୍ଷରେ ବର୍ତ୍ତମାନ ସୁଧା ୫୮,୦୦୦ରୁ ଅଧିକ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ଏହି ଯୁଦ୍ଧ ବିରତି କାର୍ଯ୍ୟକାରୀ ହେଲେ ଯୁଦ୍ଧକୁ ଅସ୍ଥା...
ଇରାନର ବେଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣରେ ସୋରୋକା ହସ୍ପିଟାଲ,ଇସ୍ରାଏଲର ବୋମା ବିସ୍ଫୋରଣରେ ଅରାକ ଜଳ ରିଏକ୍ଟର କ୍ଷତିଗ୍ରସ୍ତ
20-06-2025
ତେଲ ଅବୀବ (ଇସ୍ରାଏଲ,ତେହରାନ(ଇରାନ)-ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସାମରିକ ସଙ୍ଘର୍ଷର ସପ୍ତମ ଦିନରେ ଉଭୟ ପାର୍ଶ୍ୱରେ ବ୍ୟାପକ କ୍ଷୟକ୍ଷତି ହୋଇଛି।ଇସ୍ରାଏଲ କହିଛି ଯେ ଇରାନ ଆଜି ଏହାର ଜନବସତି ଅଞ୍ଚଳ ଏବଂ ହସ୍ପିଟାଲ ଉପରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ କରିଛି।ଇରାନ କହିଛି ଯେ ଇସ୍ରାଏଲ ସକାଳେ ଏହାର ଅରାକ ଭାରି ଜଳ ରିଆକ୍ଟର ଉପରେ ବୋମା ପକାଇଥିଲେ।ଆମେରିକାର ସୀଏ...