- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଭାରତ ବିରୋଧରେ ଶ୍ରୀଲଙ୍କାର ଭୂମି ବ୍ୟବହୃତ ହେବନାହିଁ: ଦିସାନାୟକେ
17-12-2024
ନୂଆଦିଲ୍ଲୀ: ୧୫ ତାରିଖରୁ ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟେକେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଆଲୋଚନା ସମୟରେ, ଶ୍ରୀଲଙ୍କା ଭୂମି ଭାରତ ବିରୋଧରେ ବ୍ୟବହୃତ ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅନୁଷ୍ଠିତ ଯୁ...
ଇରାନ-ହେଜବୁଲ୍ଲା ଉପରେ ଆକ୍ରମଣ କରି ମଧ୍ୟପ୍ରାଚ୍ୟରେ ପରିବର୍ତ୍ତନ ଆଣିବୁ: ଇସ୍ରାଏଲ
16-12-2024
ଜେରୁଜେଲମ୍: ସିରିଆରେ ଇରାନ ସମର୍ଥିତ ବଶର ଅଲ-ଅସଦଙ୍କ ଶାସନ ପତନ ପରେ ଇସ୍ରାଏଲର ମନୋବଳ ବୃଦ୍ଧି ପାଇଛି । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଇରାନ ଏବଂ ହେଜବୁଲ୍ଲାକୁ ସିଧାସଳଖ ଚେତାବନୀ ଦେଇ କହିଛନ୍ତି ଯେ, ସମ୍ପୂର୍ଣ୍ଣ ବିଜୟ ହାସଲ କରିବା ପାଇଁ ତାଙ୍କ ଦେଶ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିବ। ନେତାନ୍ୟାହୁ ସୋସିଆଲ...
ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ମୋଦୀଙ୍କ ଆଲୋଚନା
16-12-2024
ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରତିରକ୍ଷା ସହଯୋଗ ଚୁକ୍ତିକୁ ତ୍ୱରାନ୍ୱିତ କରିବା ପାଇଁ ସୋମବାର ସଂକଳ୍ପ ନିଆଯାଇଛି। ପାୱାର-ଗ୍ରିଡ୍ ସଂଯୋଗ ଏବଂ ମଲ୍ଟି-ପ୍ରଡକ୍ଟ ପେଟ୍ରୋଲିୟମ ପାଇପଲାଇନ ସ୍ଥାପନ କରି ଶକ୍ତି ସମ୍ପର୍କକୁ ସୁଦୃଢ଼ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁର କୁମାର ଦିସାନାୟାଙ୍...
କେବେ ନିଜ ଆଲୋଚନାକୁ ବରଦାସ୍ତ କରିବି କଂଗ୍ରେସ- ନିର୍ମଳା ସୀତରମଣ
16-12-2024
ନୂଆଦିଲ୍ଲୀ, 16 ଡିସେମ୍ବର - ସୋମବାର ରାଜ୍ୟସଭାରେ ସମ୍ବିଧାନର 75 ବର୍ଷର ଯାତ୍ରା ଉପରେ ବିତର୍କର ଆରମ୍ଭ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ବିଧାନରେ ଅନେକ ସଂଶୋଧନ ପାଇଁ କଂଗ୍ରେସ ପର୍ଟିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ପାର୍ଟି କେବେ ବି ନିଜ ଆଲୋଚନାକୁ ବରଦାସ୍ତ କରିନାହିଁ । ଜରୁରୀକାଳୀନ ସମୟରେ ଗୀତକାର ମଜରୁହ...