BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ
A jawan of Cobra Battalion was injured in a Naxal IED blast.

ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ କୋବ୍ରା ବାଟାଲିଅନର ଜଣେ ଯବାନ ଆହତ

 11-10-2025

ବିଜାପୁର, ୧୧ ଅକ୍ଟୋବର - ଛତିଶଗଡ଼ ରାଜ୍ୟ ବିଜାପୁରର ତାଡାପଲ୍ଲା ଅଂଚଳରେ ନକ୍ସଲବାଦୀଙ୍କ ଦ୍ୱାରା ବିଛାଯାଇଥିବା ଆଇଇଡି ବିସ୍ଫୋରଣରେ ଶନିବାର କୋବ୍ରା ବାଟାଲିଅନ ୨୦୬ର ଟିମ୍ ନମ୍ବର ୧୧ର ହେଡ୍ କନଷ୍ଟେବଲ୍ (ଜିଡି) ଦୀପକ ଦୁଲେ ଆହତ ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ନିୟୋଜିତ ଯବାନମାନେ ତୁରନ୍ତ ଆହତ ଯବାନଙ୍କୁ ବିଜାପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କର...

3.5 magnitude earthquake felt in Arunachal Pradesh

ଅରୁଣାଚଳ ପ୍ରଦେଶରେ ୩.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ

 11-10-2025

ଇଟାନଗର, ୧୧ ଅକ୍ଟୋବର- ଅରୁଣାଚଳ ପ୍ରଦେଶରେ ଏକ ମଧ୍ୟମ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଶନିବାର ସକାଳ ୮ଟା ୩୧ ମିନିଟ୍ ୩୫ ସେକେଣ୍ଡରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରହିଥିଲା । ଶେଷ ଖବର ସୁଦ୍ଧା ଏହି ଭୂମିକମ୍ପରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ । ନ୍ୟାସନାଲ ସେଂଟର ଫର୍ ସିସମୋଲୋଜି (ଏନସିଏସ) ଏ...

Supreme Court  suspends contentious clauses of Waqf law

ୱାକଫ ଆଇନର ବିବାଦୀୟ ଧାରାଗୁଡ଼ିକ ଊପରେ ସୁପ୍ରିମ କୋର୍ଟ ଜାରି କଲେ ରହିତା ଦେଶ

 16-09-2025

(FM News):-- ସୁପ୍ରିମ୍ କୋର୍ଟ ସୋମବାର ଦିନ ୱାକଫ(ସଂଶୋଧନ) ଆଇନ୍, ୨୦୨୫କୁ ସମ୍ପୂର୍ଣ୍ଣଭାବେ ରୋକିବାକୁ ମନା କରିଦେଇଛି, କିନ୍ତୁ କେତେକ ନିର୍ଦ୍ଦିଷ୍ଟ ଧାରା ଊପରେ ରହିତାଦେଶ ଜାରି କରିଛନ୍ତି। ରହିତାଦେଶ ଜାରି କରାଯାଇଥିବା ମୁଖ୍ୟ ଧାରାଗୁଡ଼ିକ ମଧ୍ୟରେ ରହିଛି ଯେ ଏକ ଓ୍ଵାକଫ୍ ସୃଷ୍ଟି କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଅନ୍ତତଃ ପାଞ୍ଚ ବର୍ଷ ଧର...

venugopal: New district president to be announced by September 30 in Odisha

ବେଣୁଗୋପାଳ: ସେପ୍ଟେମ୍ୱର ୩୦ ସୁଦ୍ଧା ନୂଆ ଜିଲ୍ଲା ସଭାପତି ଘୋଷଣା, ଅକ୍ଟୋବର ୨ରୁ ସାରା ରାଜ୍ୟରେ ବର୍ଷବ୍ୟାପୀ ପଦଯାତ୍ର।

 14-09-2025

(FM News):--କେହି ବଡ ନେତା, କେହି ଛୋଟ ନେତା ନୁହନ୍ତି। ସମସ୍ତେ କଂଗ୍ରେସ ନେତା। ୨୦୨୯ ଆମର। ଓଡିଶାରେ ଭକ୍ତଚରଣ ଦାସଙ୍କ ନେତୃତ୍ବରେ କଂଗ୍ରେସ ଠିକଣା ବାଟରେ ଚାଲିଛି। ଯଦି ରାହୁଲ ଗାନ୍ଧୀ ପଦଯାତ୍ରାରେ ସହସ୍ରାଧିକ ମାଇଲ ଚାଲୁଛନ୍ତି, ଆମେ କାହିଁକି ଚାଲି ନ ପାରିବା? ରବିବାର ସନ୍ଧ୍ୟାରେ କଂଗ୍ରେସ ଭବନରେ ଆୟୋଜିତ ଏକ ସଭାରେ ଦଳର ନେତା ଓ କର୍ମୀଙ୍କ...