BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

3 ବର୍ଷରେ 5ଲକ୍ଷ 92257 ଅପରାଧିକ ମାମଲା ରୁଜୁ

FMNEWS.IN 24-03-2025
5 lakh 92257 criminal cases registered in 3 years in Odisha

ଭୁବନେଶ୍ୱର, 24 ମାର୍ଚ୍ଚ - ବିଗତ ତିନି ବର୍ଷ ମଧ୍ୟରେ ଘଟିଥିବା ଅପରାଧର ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ୫ ଲକ୍ଷ ୯୨ ହଜାର ୨୫୭ ଅପରାଧୀକ ମାମଲା ପଞ୍ଜିକରଣ ହୋଇଛି । ୩୯୯୯ ହତ୍ୟା, ୯୦୬୪ ଦୁଷ୍କର୍ମ, ୪୯୫୪୯ ଚୋରୀ, ୧୩୫୨ ଡ଼କାୟତି, ୫୩୭୪ ଦଙ୍ଗା ହୋଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।