- ଗଡସେଙ୍କ ଅନୁଗାମୀ, ମହାତ୍ମାଗାନ୍ଧୀଙ୍କ ଦର୍ଶନକୁ ଧ୍ୱଂସ କରିବାକୁ ଚାହୁଁଛି: ସୂର୍ଯେୱାଲା
- ଓଡ଼ିଶାକୁ ଏକ ନମ୍ୱର ରାଜ୍ୟ କରିବାର ସ୍ବପ୍ନ ଦେଖିଥିଲେ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ :- ମୁଖ୍ୟମନ୍ତ୍ରୀ
- ଅନୁଗୁଳ ଜିଲ୍ଲା କଂଗ୍ରେସର ଟାଟା ପାୱାର ଅଫିସ ଘେରାଊ
- ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ଟାଟା ପାୱାର ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ
- ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା
“ଦି ସାଗା ଅଫ୍ କୁଦୋପାଲି”କୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
31-12-2024
(FMNews): ସମ୍ବଲପୁର - ନେସନାଲ ବୁକ୍ ଟ୍ରଷ୍ଟ (ଏନ୍ବିଟି) ପକ୍ଷରୁ ପ୍ରକାଶିତ ପୁସ୍ତକ ଦି ସାଗା ଅଫ୍ କୁଦୋପାଲି ଉନ୍ମୋଚିତ ହୋଇଛି । ସ୍ଥାନୀୟ ତପସ୍ୱିନୀ ଜିଲ୍ଳା ପ୍ରେକ୍ଷାଳୟ ଠାରେ ଏକ ସଭାରେ ମୁଖ୍ୟଅତିଥି ଭାବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଇତିହାସ ପୁସ୍ତକକୁ ଉନ୍ମୋଚନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ...
ସମ୍ବଲପୁର ସଂଘର୍ଷ ଓ ବଳିଦାନର ଅଞ୍ଚଳ, କୁଦୋପାଲି ତ୍ୟାଗ ଓ ବୀରତ୍ୱର ପ୍ରତୀକ - ଧର୍ମେନ୍ଦ୍ର ପ୍ରଧାନ
30-12-2024
ସମ୍ବଲପୁର, ୩୦ ଡିସେମ୍ବର - ସମ୍ବଲପୁର ସଂଘର୍ଷ ଓ ବଳିଦାନର ଅଞ୍ଚଳ ଏବଂ ଐତିହାସିକ କୁଦୋପାଲି ଆମର ତ୍ୟାଗ ଓ ବୀରତ୍ୱର ପ୍ରତୀକ । ୧୮୫୭ ମସିହାର ଆଜିର ଦିନରେ କୁଦୋପାଲି ଘାଟିରେ ବ୍ରିଟିଶମାନଙ୍କ ବିରୋଧରେ ଲଢେଇ କରି ଶହୀଦ ହୋଇଥିବା ବୀର ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ଆୟୋଜିତ ତ୍ରିରଙ୍ଗା ପଦଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ...
ବଢୁଛି ହାତୀ ଉପଦ୍ରବ : ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ
25-12-2024
ସମ୍ବଲପୁର, ୨୫ ଡିସେମ୍ବର ବନ୍ୟପ୍ରାଣୀ ଜମନକିରା ରେଞ୍ଜ ଅଂଚଳରେ ଏବେ ହାତୀ ଉପଦ୍ରପ ଲଗାତାର ବଢ଼ି ଚାଲିଥିବାବେଳେ ଲୋକଙ୍କ ମନରେ ଅଜଣା ଆଶଙ୍କା ଦେଖିବାକୁ ମିଳିଛି। ଜମନକିରା ବ୍ଲକର ଗୁଣ୍ଡୁରୁଚୁଆ ଅଂଚଳରେ ଗତ କିଛିଦିନ ତଳେ ହାତୀ ଦୁଇ ଜଣକ ଘର ଭାଙ୍ଗି ଧାନ ଖାଇଯାଇଥିବା ବେଳେ ଗତ ରାତି ଫୁଲକୁସମ ଚାଇନୁ ପଡ଼ା ଓ କଟଙ୍ଗପାଣି ଟିକପଡ଼ା ଗ୍ରାମର ସୁସାଣି ମୁଣ୍ଡା,...
ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ : ଘଟଣା ସ୍ଥଳରେ ଉତେଜନା, କ୍ଷତିପୂରଣ ଦାବି
24-12-2024
ସମ୍ବଲପୁର, ୨୪ ଡିସେମ୍ବର - ଜମନକିରା ଥାନା ଫାଶୀମାଲ ପଂଚାୟତ ଦେହୁରୀଣି ମାଲ ଗ୍ରାମରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ୩୨ ବର୍ଷୀୟ ଦୀପକ ଠାକୁର ପ୍ରାଣ ହରାଇବା ଘଟଣା ସମଗ୍ର ଗ୍ରାମରେ ଉତେଜନାର କାରଣ ପାଲଟିଛି। ଦୀପକ ଜଣେ ଦିନ ମଜୁରିଆ, କରି ପରିବାର ପୋଷଣ କରୁଥିବା ଭାବେ ସ୍ୱଳ୍ପ ରୋଜଗାରରେ ନିଜ ପରିବାର ତଥା ଦୁଇଟି ଶିଶୁ ଓ ପତ୍ନୀ ସହ ଦୁଃଖ ସୁଖରେ ଚ...