A complaint was filed at the town police station against the manager of Human 2.

ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ଟାଉନ୍ ଥାନାରେ ଏତଲା

 21-11-2025

ଭୁବନେଶ୍ୱର, 21 ନଭେମ୍ବର - ହ୍ୟୁମାନଙ୍କ ଦୁଇ ଜଣ ମ୍ୟାନେଜରଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦିଆଯାଇଥିବା ସୂଚନା ମିଳିଛି । ଏତଲାରେ କୁହାଯାଇଛି ଯେ ଷଡଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଛି । ବଲାଙ୍ଗୀରର ବିଭିନ୍ନ ସଂଗଠନ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ହ...

The gates of Shri Badrinath Dham opened, more than 15 thousand devotees joined the Chief Minister.

ଖୋଲିଲା ଶ୍ରୀ ବଦ୍ରିନାଥ ଧାମର ଦ୍ୱାର, ମୁଖ୍ୟମନ୍ତ୍ରୀଙ୍କ ସହିତ 15ହଜାରରୁ ଅଧିକ ଶ୍ରଦ୍ଧାଳୁ ହେଲେ ସାମିଲ

 04-05-2025

ବଦ୍ରିନାଥଧାମ, 4 ମେ: - ବିଶ୍ୱ ପ୍ରସିଦ୍ଧ ଶ୍ରୀ ବଦ୍ରିନାଥ ଧାମର ଦ୍ୱାର ରବିବାର ସକାଳେ ସେନାର ଗଢୱାଲ ସ୍କାଉଟ ରେଜିମେଂଟର ବାଣ୍ଡର ଭକ୍ତିମୟ ଧୁନ ମଧ୍ୟରେ ବୈଶାଖ ମାସ ଶୁକ୍ଲ ପକ୍ଷ ସପ୍ତମୀ, ପୁଷ୍ୟ ନକ୍ଷତ୍ରରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି ଦିଆଯାଇଛି । ଦ୍ୱାର ଖୋଲିବା ମାତ୍ରେ ଧାମ ଜୟ ବଦ୍ରିବିଶାଲ ଜୟକାରରେ ଗୁଂଜରିତ ହୋଇଉଠିଥିଲା । ଶ୍ରଦ୍ଧାଳୁଙ୍କ ଉପରେ ହେଲି...

Best Music and Best Song Award for Koshali Short Film

କୋଶଲି ସର୍ଟ ଫିଲ୍ମ " କୋକୁଆ " କୁ ଶ୍ରେଷ୍ଠ ସଙ୍ଗୀତ ଓ ପ୍ରଚ୍ଛଦ ସଙ୍ଗୀତ ପୁରସ୍କାର

 02-05-2025

ବଲାଙ୍ଗିର, ୨ ମଇ - ରାଜଧାନୀ ଦିଲ୍ଲୀ ଠାରେ ଅନୁଷ୍ଠିତ ୧୫ ତମ ଦାଦା ସାହେବ ଫାଲକେ ଚଳଚିତ୍ର ଉତ୍ସଵ ୨୦୨୫ ରେ ଭାଗନେଇ ଶ୍ରେଷ୍ଠ ସଙ୍ଗୀତ ଓ ପ୍ରଚ୍ଛଦ ସଙ୍ଗୀତ ପୁରସ୍କାରରେ ଯୋଗ୍ୟ ବିବେଚିତ ହେବାର ସୌଭାଗ୍ୟ ଲାଭ କରିଛି ଏ ନିୟୁ ଫିଲ୍ମ ବେନରରେ ପ୍ରସ୍ତୁତ କୋଶଲି ସର୍ଟ ଫିଲ୍ମ କୋକୁଆ । ପ୍ରୋଯୋଜକ ସମୀର ରଞ୍ଜନ ରଣାଙ୍କ କାହାଣୀ ଓ ଚିତ୍ରନାଟ୍ୟକୁ ନିର୍ଦ...

The 12th Angul Mahotsav inaugurated by chief minister

୮୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଘୋଷଣା ସହିତ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଊଦଘାଟିତ ହେଲା ଦ୍ବାଦଶ ଅନୁଗୁଳ ମହୋତ୍ସୋବ

 27-04-2025

ANGUL(FMNews):--ଅନୁଗୁଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ତିନି ଦିନିଆ ୧୨ତମ ଅନୁଗୁଳ ମହୋତ୍ସବର ଉଦ୍ଘାଟିତ ହୋଇଯାଇଛି। ମହୋତ୍ସୋବ ସହିତ ୮୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଘୋଷଣା କରାଯାଇଛି।ମହୋତ୍ସୋବରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବିଧାୟକ ଅଶୋକ କୁମାର ମହାନ୍ତି, ନଳିନୀ ପ୍ରଧାନ, ଅଗସ୍ତି ବେହେରା, ମ...