Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
FMNEWS.IN
26-02-2026
ଭୁବନେଶ୍ୱର, 26 ଫେବ୍ରୁଆରି - ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ । ନବୀନ ନିବାସରେ ଦଳ ସଭାପତି ତଥା ପିଏସି ଅଧକ୍ଷ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ରାଜ୍ୟସଭା ଏବଂ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ନେଇ ହେବ ଆଲୋଚନା। ରାଜ୍ୟସଭା ପ୍ରାର୍ଥୀଙ୍କୁ ନେଇ ବିଜେଡି ଆଜି ନେବ ବଡ଼ ନିଷ୍ପତ୍ତି। ନବୀନ ନିବାସ ନେତାଙ୍କ ସହ ଆଲୋଚନା କରିବେ ନବୀନ। ଏଥିରେ ବିଜେଡି କେତୋଟି ଆସନରେ ପ୍ରାର୍ଥୀ ଦେବ ଓ କିଏ କିଏ ପ୍ରାର୍ଥୀ ହେବେ ଚୂଡାନ୍ତ କରାଯିବ। ବୈଠକରେ ବଡ଼ ନିଷ୍ପତ୍ତି ନେବେ ନବୀନ।