- ବିହାରର ପୂର୍ଣ୍ଣିଆରେ ‘ଭୋଟର ଅଧିକାର ଯାତ୍ରା’: ରାହୁଲ ଗାନ୍ଧୀ ଓ ତେଜସ୍ୱୀ ଯାଦବ କଲେ ମୋଟରସାଇକେଲ ଚାଳନା
- ଖୋଲିଲା ଆଉ ୪ ସ୍ଲୁଇସ୍ ଗେଟ୍ : ହିରାକୁଦ ଜଳଭଣ୍ଡାରରୁ ୮ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି
- ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
- 2035 ସୁଦ୍ଧା ଭାରତୀୟ ମହାକାଶ ଷ୍ଟେସନ ନିର୍ମାଣ କରିବାକୁ ଯାଉଛି, ପ୍ରଥମ ମଡ୍ୟୁଲ୍ 2028 ସୁଦ୍ଧା ଲଞ୍ଚ ହେବ - ଭି ନାରା...
- ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେବ କେବେ ? ଜବାବ ଦେବେ କି ଧର୍ମେନ୍ଦ୍ର ବାବୁ ? କଂଗ୍ରେସ ମାଗିଲା ଊତ୍ତର

ମଦ ଦୋକାନ ସ୍ଥାନାନ୍ତର ଦାବୀ ଜୋର ଧରିଲା, ରାସ୍ତା ଅବରୋଧ କଲେ ମହିଳା ଗୋଷ୍ଠୀ
04-01-2025
ଭଦ୍ରକ: - ଦୀର୍ଘ ବର୍ଷ ଧରି ବନ୍ତ ବାରିକପୁର ରାସ୍ତାର ଗଣ୍ଡଗରା ନିକଟରେ ଚାଲିଥିବା ସରକାରୀ ବିଦେଶୀ ଓ ଦେଶୀ ମଦ ଦୋକାନ ସ୍ଥାନାନ୍ତର ନିମନ୍ତେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟାମାନେ ଆଜି ସକାଳ ୬ ଘଟିକା ଠାରୁ ବନ୍ତ-ବାରିକପୁର ରାସ୍ତା ଅବରୋଧ କରି ଗଣ୍ଡଗରା ଛକରେ ବସି ରହିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି କିଛି ସମାଧାନ ହୋଇ ପାରି ନଥିବା ଜଣାଯାଇ...

ମଝି ନଦୀରେ ବ୍ରିଜକୁ ବାଡେଇଲା ଯାତ୍ରୀ ବାହି ଘାଟ ଡ଼ଙ୍ଗା, ଜଣେ ଗୁରୁତର ଆହତ, ମେଡିକାଲ ରେ ଭର୍ତି
01-01-2025
ଭଦ୍ରକ,୧ ଜାନୁଆରୀ - ଭଦ୍ରକ ଜିଲ୍ଲା ଆରଡ଼ି ଓ ଚାନ୍ଦବାଲି କୁ ସଂଯୋଗ କରୁଥୁବା ତିନିତର ଘାଟରେ ଦୁର୍ଘଟଣା ଗ୍ରସ୍ତ ହେଲା ଘାଟ ଡ଼ଙ୍ଗା। ଡ଼ଙ୍ଗା ରୁ ନଦୀକୁ ଜଣେ ବୃଦ୍ଧ ଗଳି ପଡିବାରୁ ଗୁରୁତର ହୋଇ ଚାନ୍ଦବାଲି ମେଡିକାଲ ରେ ଭର୍ତି ହୋଇ ଚିକିତ୍ସିଁତ ହେଉଛନ୍ତି। ଗୁରୁତର ବୃଦ୍ଧ ତେନ୍ତୁଳିଡ଼ିହି ଗାଁ ର ଉମାକାନ୍ତ ପତ୍ରି ବୋଲି ଜଣାପଡିଛି। ସୂଚନା ମୁତାବକ ଆରଡ଼ି ପଟୁ ଆର ପଟକ...

୫ବର୍ଷ ହେବ ଆଦାନୀ ହାତଟେକାରେ ଚାଲିଛି ଧାମରା ଥାନା
01-01-2025
ଭଦ୍ରକ- ସ୍ୱାଧିନତାର ଦୀର୍ଘ ୭୬ବର୍ଷ ପରେ ମଧ୍ୟ ଆଜି ଭଳି ଦିନରେ ଧାମରାରେ ଥିବା ଗୃହ ବିଭାଗର ଥାନା ନିଜର ଅସ୍ଥିତ୍ୱ ହରାଇଛି। ବାର ଦୁଆର ଶୂଣ୍ଡି ପିଣ୍ଢା ହେବା ପରେ ମଧ୍ୟ ଆଜି ଭଳି ଦିନରେ ଧାମରା ଥାନା ନିଜର ସ୍ଥିତିବାନ ସ୍ଥାନରେ ନିଜର ଅଫିସ କରିବାରେ ସମ୍ଭବ ହୋଇ ପାରିନାହିଁ। ଫଳରେ ସାଧାରଣ ଲୋକଟିଏ ବାହାରୁ ଆସି ଧାମରା ଥାନା କେଉଁଠି ବୋଲି ପଚାରିବା ପରେ...

ନୂଆବର୍ଷ ପାଇଁ ଆଖଣ୍ଡଳମଣିଙ୍କ ପୀଠରେ ବ୍ୟାପକ ପ୍ରସ୍ତୁତି, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ନିୟୋଜିତ ରହିବେ ୫ପ୍ଲାଟୁନ ଫୋର୍ସ, ନଦୀଘାଟରେ କଟକଣା
31-12-2024
ଭଦ୍ରକ : - ଇଂରାଜି ନବବର୍ଷ ପାଇଁ ଆସନ୍ତା ବୁଧବାରଦିନ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ଭିଡ ପରିଲିକ୍ଷିତ ହେବ। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପୀଠରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷକରି ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ୨ଜଣ ମ୍ଯାଜିଷ୍ଟ୍ରେଟଙ୍କ ସହ ଜଣେ ଡିଏସପି ଓ ୫ ପ୍ଲାଟୁନ ପୁଲିସ...