Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ମଝି ନଦୀରେ ବ୍ରିଜକୁ ବାଡେଇଲା ଯାତ୍ରୀ ବାହି ଘାଟ ଡ଼ଙ୍ଗା, ଜଣେ ଗୁରୁତର ଆହତ, ମେଡିକାଲ ରେ ଭର୍ତି
FMNEWS.IN
01-01-2025
ଭଦ୍ରକ,୧ ଜାନୁଆରୀ - ଭଦ୍ରକ ଜିଲ୍ଲା ଆରଡ଼ି ଓ ଚାନ୍ଦବାଲି କୁ ସଂଯୋଗ କରୁଥୁବା ତିନିତର ଘାଟରେ ଦୁର୍ଘଟଣା ଗ୍ରସ୍ତ ହେଲା ଘାଟ ଡ଼ଙ୍ଗା। ଡ଼ଙ୍ଗା ରୁ ନଦୀକୁ ଜଣେ ବୃଦ୍ଧ ଗଳି ପଡିବାରୁ ଗୁରୁତର ହୋଇ ଚାନ୍ଦବାଲି ମେଡିକାଲ ରେ ଭର୍ତି ହୋଇ ଚିକିତ୍ସିଁତ ହେଉଛନ୍ତି। ଗୁରୁତର ବୃଦ୍ଧ ତେନ୍ତୁଳିଡ଼ିହି ଗାଁ ର ଉମାକାନ୍ତ ପତ୍ରି ବୋଲି ଜଣାପଡିଛି। ସୂଚନା ମୁତାବକ ଆରଡ଼ି ପଟୁ ଆର ପଟକୁ ଯାତ୍ରୀ ନେଇ ଡ଼ଙ୍ଗା ଯାଉଥୁବା ସମୟରେ ନଦୀ ରେ ମେଘା କମାନୀ ତରଫରୁ ପାଇପ ପାଣି ବ୍ରିଜ ରେ ବାଡେଇ ହୋଇଥିଲା ଫଳରେ ଡ଼ଙ୍ଗା ଚହଲି ଯୁବରୁ ବୃଦ୍ଧ ନଦୀ ମଝି କୁ ଗଳି ପଡିଥିଲା। ଅନ୍ୟ ଯାତ୍ରୀ ମାନେ ସୁରକ୍ଷିତ ଥିବା ଜଣାପଡିଛି। ଖବର ପାଇ ଆରଡ଼ି ଫାଣ୍ଡି ପୋଲିସ ତିନିତାର ଘାଟରେ ପହଂଚି ତଦନ୍ତ ଆରମ୍ଭ କରିଛି।