- ସରକାର ଅସ୍ତ୍ରବିରତି ଉପରେ ନିଜର ମତ ସ୍ପଷ୍ଟ କରିବା ଉଚିତ: କଂଗ୍ରେସ
- ସମ୍ବଲପୁରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି : ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ
- ଛତିଆଠାରେ ଭୟଙ୍କର ବିସ୍ପୋରଣ : ଘଟଣାସ୍ଥଳରେ ୨ ମୃତ : ସ୍ଥାନୀୟ ଲୋକେ ଭୟଭିତ
- ଏୟାରଷ୍ଟ୍ରାଇକ ପରେ ରାଜସ୍ଥାନର ସୀମାବର୍ତ୍ତୀ ଜିଲ୍ଲାରେ ସ୍କୁଲ -କଲେଜ ବନ୍ଦ,ସେନା ସତର୍କ
- ପାକିସ୍ତାନକୁ ଚେତାବନୀ- ସାମରିକ ଆକ୍ରମଣ କଲେ ମିଳିବ କଠୋର ଜବାବ

ପୁରୀ-ବଡବିଲ ଏକ୍ସପ୍ରେସରୁ ପଡି ଯୁବତୀ ମୃତ
25-01-2025
ହରିଚନ୍ଦନପୁର- କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଟାଙ୍ଗିରିଆପାଳ ଷ୍ଟେସନ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଆଜି ସକାଳ ପ୍ରାୟ ୧୧ଟା ସମୟରେ ପୁରୀ-ବଡବିଲ ଏକ୍ସପ୍ରେସରେ କେନ୍ଦୁଝର ତୁରୁମୁଙ୍ଗା ଥାନା ଦଳଙ୍ଗ ଅଞ୍ଚଳର ନମ୍ରତା ବେହେରା ନାମକ ଜଣେ ଛାତ୍ରୀ ଭୂବନେଶ୍ୱର ଠାରୁ କେନ୍ଦୁଝର ଅଭିମୁଖେ ପୁରୀ-ବଡବିଲ ଏକ୍ସପ୍ରେସରେ ପାଞ୍ଚ ଜଣ ସାଙ୍ଗ ମାନଙ୍କ ସହିତ ଏକ୍ସା...

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଆଦିବାସୀ ମହିଳାଙ୍କ ପ୍ରତି ପୋଲିସ ଜୁଲମ ସୀମୀ ଟପିଲା: କମ୍ପାନୀର ଏଜେଣ୍ଟ ସାଜିଲା ପୋଲିସ ଓ ପ୍ରଶାସନ
23-01-2025
(FMNews):--କେନ୍ଦୁଝରରେ ଖେିବାକୁ ମିଳିଛି ଏକ ଅଜବ ଘଟଣା । ଏହି ଅଜବ ଘଟଣା ଖେିବାକୁ ମିଳିଛି ଏସାର ମୀନମେଟ କମ୍ପାନୀର ଜନଶୁଣାଣୀ କାର୍ଯ୍ୟକ୍ରମରେ । ଯେଉଁଠାରେ କମ୍ପାନୀ ସମର୍ଥନରେ ଆିବାସୀ ମହିଳାଙ୍କ ପ୍ରତି ପୋଲିସର ବର୍ବରତା ସୀମୀ ଟପିଥିବା ଖେିବାକୁ ମିଳିଛିିା ଅବଶ୍ୟ ଏହା ପଛରେ କୌଣସି ରାଜନୈତିକ କିମ୍ବା ଉପରମହଲର ସମର୍ଥନ ଅଛି କି ନାହିଁ ତାହା ସ୍ଫଷ୍ଟ ହୋଇ ନ...

କେନ୍ଦୁଝର : ଚିରାଫଟା ପାଲିଥିନ ତଳେ ବିତୁଛି ଗରୀବର ଜୀବନ: ଯେଉଁଠି ମାଟି ତଳେ ରତ୍ନର ଭଣ୍ଡାର ସେଠାରେ ମାଟି ଉପରେ ଆବାସ ଯୋଜନାର ବିକଳ ଚିତ୍ର
01-01-2025
କେନ୍ଦୁଝର :- ଭୂମୀ ହିନଙ୍କୁ ଭୂମୀ , ବାସହୀନ ଙ୍କୁ ବାସ ଯୋଗାଇ ଦେବାକୁ ସରକାର କରିଛନ୍ତି ଯୋଜନା ଉପରେ ଯୋଜନା । ହେଲେ ଏସବୁ ଯୋଜନା ଆଜି କେନ୍ଦୁଝରଗଡ ପୌରାଂଚଳର ଶହ ଶହ ଅସହାୟ ନିରୀହ ଗରୀବ ଲୋକଙ୍କଠାରୁ କେବଳ ଯୋଜନ ଯୋଜନ ଦୂରରେ ନୁ ହେଁ ବରଂ ଅଧିକନ୍ତୁ ସେମାନଙ୍କୁ ଯେପରି କରୁଛି ଉପହାସ । ଯେଉଁଥିପାଇଁ ବାଧ୍ୟ ହୋଇ ସେମୋନେ ଆପଣାଇ ନେଇଛନ୍ତି ସେହି ଛିଣ୍ଡା ଦଦରା...

ବାଘଛାଲ ବିକ୍ରବେଳେ ମାଡ଼ି ବସିଲେ ପୋଲିସ ଓ ବନ ବିଭାଗର ଟିମ : ୨ ଜଣ ଗିରଫ
30-12-2024
କେନ୍ଦୁଝର, ୩୦ ଡିସେମ୍ବର - ପୋଲିସ ଏବଂ କେନ୍ଦୁଝର ବନ ବିଭାଗକୁ ସୋମବାର ଦିନ ଏକ ବଡ଼ ସଫଳତା ମିଳିଛି ବୋଲି କୁହାଯାଇପ।।ରେ । ୨ଲକ୍ଷ ଟଙ୍କାରେ ବାଘ ଛାଲ ବିକ୍ରି ହେଉଥିବା ଗୁଇନ୍ଦା ତଥ୍ୟ କୁ ଆଧାର କରି ମିଳିତ ଭାବେ ପାଟଣା ପୋଲିସ ଏବଂ ପାଟଣା ବନ ବିଭାଗ ଚଢ଼ାଉକରି ବାଘଚାଲ ଜବତ କରିଥିବାବେଳେ ମାମଲାରେ ଜଡିତ ୨ ଜଣକୁ ଗିରଫ କରିଛନ୍ତି ଜ୍ଝ. ମିଳିଥିବା ସୂଚନା ଅ...