Breaking News
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
- ଇସ୍ରାଏଲ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି
ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
FMNEWS.IN
25-02-2026
ଭୁବନେଶ୍ୱର, 25 ଫେବ୍ରୁଆରି - ଆମର କେତେ ସଂଖ୍ୟା ସମସ୍ତେ ଅବଗତ ଅଛନ୍ତି, କଂଗ୍ରେସ ହାଇକମାଣ୍ଡ ଯାହା ନିଷ୍ପତି ନେବେ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି | ଏଆଇସିସିକୁ କହିବୁ ଦଳ ଭିତରେ ପ୍ରାର୍ଥୀ ଦେବାକୁ | ଆମେ 14 ଅଛୁ ସିପିଆଇଏମ ବିଧାୟକ ଆମ ସହ ଅଛନ୍ତି | ଆମେ 15 ବିଧାୟକ ଏକ ହେଇ ଅଛୁ | ଜଣେ ସମାଜ ସେବି କିମ୍ବା ଆମେ ଦଳ ବରିଷ୍ଠ ନେତା ପ୍ରାର୍ଥୀ ହୋଇପାରନ୍ତି ବୋଲି ସେ କହିଛନ୍ତି |