- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ୧୫ ତମ ଜାତୀୟ ମତଦାତା ଦିବସ ପାଳିତ ନୂତନ ପଞ୍ଜିକୃତ ଭୋଟରଙ୍କୁ ପରିଚୟ ପତ୍ର ପ୍ରଦାନ ଏବଂ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
25-01-2025
ବଲାଙ୍ଗିର, ୨୫ ଜାନୁଆରୀ - ବଲାଙ୍ଗିର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ୧୫ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି I ଏହି ପରିପ୍ରେକ୍ଷୀରେ ସକାଳ ଘ. ୮ ମି ସମୟରେ କଶୋଲ କଳା ମଣ୍ଡଲ ପରିସରରୁ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା I ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡଃ. ବିଜୟାନନ୍ଦ ସେଠୀ, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ , ପତାକା ଦେଖାଇ ଆନ...
ମୋବାଇଲ ଟାୱାର ଉପରୁ ଡେଇଁ ଯୁବକ ମୃତ
13-01-2025
ବଲାଙ୍ଗିର, ୧୩ ଜାନୁଆରି :ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ନୂନହାଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ଯୁବକ ନିରାକାର ଶବର ବୟସ(୨୦)ଙ୍କ ଅପରାହ୍ନ ୩ଟା ପାଖାପାଖି ତାଙ୍କ ପରିବାର ସହ କିଛି ପାଟିତୁଣ୍ଡ ହୋଇଥିଲା । ତାପରେ ନିରାକାର ଶବର ତାଙ୍କ ଘର ନିକଟରେ ଥିବା ଏକ ଏୟାଟେଲ ଟାୱାର ଖୁଣ୍ଟକୁ ଚଢି ଯାଇଥିଲେ । ତାଙ୍କୁ ବଞ୍ଚାଇ...
ଟ୍ରକ ଧକ୍କାରେ ଜଣେ ଯୁବତୀ ମୃତ, ଦୁଇଜଣ ଜଣ ଗୁରୁତର"
05-01-2025
ବଲାଙ୍ଗିର, 5 ଜାନୁଆରି:ବଲାଙ୍ଗିର ଟାଉନ ଥାନା ନିକଟରେ ବିଶାଲ ମାର୍ଟ ସାମନା ରେ ସଡ଼କ ଦୁର୍ଘଟଣାରେ ଗଲା ଯୁବତୀଙ୍କ ଜୀବନ | ଗତକାଲି ବିଳମ୍ବିତ ରାତିରେ ବାଇକରେ ଆସୁଥିବା ଦୁଇଜଣ ଯୁବତୀ ଏବଂ ଜଣେ ଯୁବକଙ୍କୁ ଟାଉନ ଥାନା ନିକଟରେ ଟ୍ରକ ପିଟିଦେଇଥିଲା | ଘଟଣାସ୍ଥଳରେ ବଲାଙ୍ଗିର କାରଗିଲ ନଗର ର ମମତା ନାମ୍ନୀ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ, ପୁଇନ୍ତଳା ଥାନା ମେ...
ବଲାଙ୍ଗିର ଜିଲ୍ଲାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସମୀକ୍ଷା ବୈଠକ
25-12-2024
ବଲାଙ୍ଗିର, 25 ଡିସେମ୍ବର : ବଲାଙ୍ଗିର ଜିଲ୍ଲାରେ ଗତକାଲି ପୂର୍ବାହ୍ନ ରେ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ପ୍ରଶାସନିକ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ । ସଦର ମହାକୁମା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏହି ବୈଠକରେ ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସଲୱାର, ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ...