BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ
Tribals surround Balangi District Collector's office, unhappy over tribal status for Coolie caste

ଆଦିବାସୀଙ୍କ ବଲାଙ୍ଗିର ଜିଲ୍ଲାପାଳ ଅଫିସ ଘେରାଉ କୁଲି ଜାତିକୁ ଆଦିବାସୀ ମାନ୍ୟତା ଯୋଗୁଁ ଅସନ୍ତୋଷ

 17-12-2024

ବଲାଙ୍ଗିର : କୁଲି ଓ କୁଲିସ ଜାତି ମଧ୍ୟରେ ଭେଦ ରହିଥିବା ବେଳେ ଏହାକୁ ଜାଣି ନପାରି କୁଲି ଜାତିକୁ ଆଦିବାସୀ ପ୍ରମାଣପତ୍ର ଦିଆଯାଉଛି । ଏଭଳି ଅଭିଯୋଗ ଆଣି ଆଜି ମଧ୍ୟାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ଆଜି ମଧ୍ୟାହ୍ନରେ ସ୍ଥାନୀୟ କୋଶଳ କଳା ମଣ୍ଡଳଠାରୁ ଏକ ଆଦିବାସୀଙ୍କ ଶସସ୍ତ୍ର ଶୋଭାଯାତ୍ରା ବାହାରିଥିଲା । ଏହି ଶ...