Bribery Assistant Executive Engineer arrested and prosecuted, total amount of Rs. 18 lakh 11 thousand seized, has fixed assets worth over Rs. 1 crore

ଲାଂଚୁଆ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ ଏବଂ କୋର୍ଟ ଚାଲାଣ, ସମୁଦାୟ ୧୮ ଲକ୍ଷ ୧୧ ହଜାର ଟଙ୍କା ଜବତ, କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସ୍ଥାୟୀ ସମ୍ପତି ରହିଛି

 12-04-2025

ଜୟପୁର, ୧୨ ଏପ୍ରିଲ୍ - କୋରାପୁଟ ଜିଲ୍ଲା ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଗତକାଲି ବେଆଇନ ଟଙ୍କା ନେଇ ଭୁବନେଶ୍ୱର ଯାଉଥିବା ଲାଂଚୁଆ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ପଚରାଉଚରା ପରେ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କର ଜାମିନ ଆବେଦନ ସ୍ଥଗିତ ରଖାଯାଇ ଆସନ୍ତା ୧୪ ଦିନପରେ ଜାମିନ ଆବେଦନର ଶୁଣାଣି କରାଯ...

ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀରଗିଫ୍ଟ ମିଲ୍କ ଯୋଜନାରେ ଜଣେ ଶିକ୍ଷାର୍ଥୀଙ୍କୁ ୨ଶହ ମିଲି କ୍ଷୀର

 16-01-2025

ଜୟପୁର16 ଜାନୁଆରି:ପୁଷ୍ଟିକର ହେବ ମଧ୍ୟାହ୍ନ ଭୋଜନ। ରାଜ୍ୟର ପ୍ରତ୍ୟେକ ସ୍କୁଲ ପିଲାଙ୍କୁ ଏଣିକି ପ୍ରତିଦିନ ୨୦୦ ମିଲି ଲିଟର (ଏମଏଲ) କ୍ଷୀର ଦିଆଯିବ। ଗିଫ୍ଟ ମିଲ୍କ ଯୋଜନାରେ ଏହା ଯୋଗାଇ ଦିଆଯିବ। ଆଜି ଶିକ୍ଷାବିଭାଗ ଓ ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଏକ ଭିଡିଓ କନ ଫିରେନ୍ସ ମାଧ୍ୟମରେ ଆଲୋଚନା ହୋଇଛି। ଏଣିକି ପିଲା ମାନଙ୍କୁ ପୁଷ୍ଟିକର ଖାଦ୍ୟ ଦ...

Bus-jeep collision in fog - three killed

କୁହୁଡିରେ ବସ-ଜିପ ଧକ୍କା -ତିନିଜଣଙ୍କର ମୃତ୍ୟୁ

 13-01-2025

ଜୟପୁର 13 ଜାନୁଆରୀ :-ଘନ କୁହୁଡି କାରଣରୁ ଶ୍ରୀଗଙ୍ଗାନଗରରେ ରୋଡୱେଜ ବସ ଏବଂ ଜିପର ମୁହାଁମୁହିଁ ଧକ୍କା ହେବା ଫଳରେ ତିନିଜଣଙ୍କର ମୃତ୍ୟୁ ଘଟିଛି।ସୋମବାର ସକାଳେ ପଦମପୁରର ସୀସୀ ହେଡ ନିକଟରେ ହୋଇଥିବା ଦୁର୍ଘଟଣାରେ ଜିପ ନଷ୍ଟ ହୋଇଯାଇଛି।ଅନେକ ଲୋକ ଆହତ ହୋଇଥିବା ସୁଚନା ମଧ୍ୟ ରହିଛି।ସମସ୍ତ ଆହତଙ୍କୁ ଚୁନାୱଢ ଏବଂ ପଦମପୁରର ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି।ଦୁର୍ଘଟ...

Vigilance raid in Koraput jaipur

ଆୟ ବର୍ହିଃଭୁତ ସମ୍ପତି ଠୁଳ ଅଭିଯୋଗରେ ଏଆରଆଇଙ୍କ ଘରେ ଭିଜିଲାନ୍ସର ଚଢାଉ

 26-12-2024

ଜୟପୁର, ୨୬ ଡିସେମ୍ବର - ବୋରିଗୁମ୍ମା ତହସିଲର କୁମୁଲି ସର୍କଲର ଏଆରଆଇ ସୁରେନ୍ଦ୍ର ତନ୍ତିଙ୍କ ଘରେ ଜୟପୁର ଭିଜିଲାନ୍ସର ଚଢାଉ ହୋଇଛି । କୋରାପୁଟ ଜିଲାର ୮ଟି ସ୍ଥାନ ରେ ଚଡାଉ କରାଯାଇଛି । ଆୟ ବର୍ହିଃଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି । ଚଢାଉ ରେ ୩ ଜଣ ଡିଏସପି,୭ ଜଣ ନିରିକ୍ଷକ, ୫ ଜଣ ଏଏସଆଇ ଅନ୍ୟ ସହ କର୍ମି ମାନେ ଚଢାଉରେ ସାମିଲ ହୋଇଥିଲେ। ବୋରିଗୁମ୍ମ...