Death toll in Karachi shopping plaza fire reaches 8, more than 58 missing

କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ

 19-01-2026

ଇସଲମାବାଦ, 19 ଜାନୁଆରି - ପାକିସ୍ତାନର ସିନ୍ଧ ଅଂଚଳର ରାଜଧାନୀ କରାଚୀର ଗୁଲ୍ ପ୍ଲାଜା ଶପିଂ ମଲ୍ରେ ଗତ ରାତିରୁ ଲାଗିଥିବା ନିଆଁକୁ ନିର୍ବାପିତ କରିବା ପାଇଁ ରବିବାର ବିଳମ୍ବିତରାତି ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗର ଟିମ୍ଗୁଡ଼ିକ ଚେଷ୍ଟା ଜାରି ରଖିଥିଲେ। ସିନ୍ଧର ମୁଖ୍ୟମନ୍ତ୍ରୀ ମୁରାଦ ଅଲି ଶାହ ଏବଂ ଉଦ୍ଧାର ଦଳ ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟ...

ପାକିସ୍ତାନର ଖୈବର ପଖ୍ତୁନଖ୍ୱାର ଲୋଅର ଦିରରେ 4.7 ତୀବ୍ରତାର ଭୂକମ୍ପ

 21-11-2025

ଇସଲମାବାଦ, 21 ନଭେମ୍ବର - ପାକିସ୍ତାନର ଖୈବର ପଖ୍ତୂନଖ୍ୱାର ଲୋଅର୍ ଦିର୍ରେ ଆଜି ସକାଳେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର୍ ସ୍କେଲ୍ରେ ଏହାର ତୀବ୍ରତା 4.7 ରେକର୍ଡ ହୋଇଛି। ଦୁନିଆ ନ୍ୟୁଜ୍ର ରିପୋର୍ଟ ଅନୁଯାୟୀ, ଭୂମିକମ୍ପର ଝଟକା ଲାଗିବା ମାତ୍ରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ିଆସିଥିଲେ। ଭୂମିକମ୍ପର କ...

Bomb hits police van in Pakistan's Khyber Pakhtunkhwa, 2 dead, 4 injured

ପାକିସ୍ତାନର ଖୈବର ପଖ୍ତୁନଖ୍ୱୋରେ ପୋଲିସ ଭ୍ୟାନ ଉପରକୁ ବୋମା ମାଡ, 2 ମୃତ, 4 ଆହତ

 21-11-2025

ଇସଲମାବାଦ, 21 ନଭେମ୍ବର :-ପାକିସ୍ତାନର ଖୈବର ପଖ୍ତୂନଖ୍ୱାର ଡେରା ଇସ୍ମାଇଲ୍ ଖାନ୍ ଜିଲ୍ଲାରେ ଗୁରୁବାର ଦିନ ଏକ ପୋଲିସ୍ ଭ୍ୟାନ୍ ଉପରକୁ ବୋମା ମାଡ ହୋଇଛି। ଏହି ଆକ୍ରମଣରେ ଦୁଇଜଣ ପୋଲିସ୍ କର୍ମଚାରୀ ମୃତ୍ୟୁବରଣ କରିଛନ୍ତି ଏବଂ ଚାରିଜଣ ଆହତ ହୋଇଛନ୍ତି। ଜିଲ୍ଲା ପୋଲିସ୍ ପ୍ରମୁଖ ସଜ୍ଜାଦ୍ ଆହମଦ୍ ସାହିବଜାଦା ଘଟଣାର ସତ୍ୟତା ସ୍ୱୀକାର କରିଛନ୍ତି। ଡନ୍&r...

Unrest in Bangladesh after verdict on Hasina, widespread violence in Dhaka, army deployment

ବାଂଲାଦେଶରେ ହସିନାଙ୍କ ଉପରେ ନିଷ୍ପତି ପରେ ଅଶାନ୍ତି, ଢାକାରେ ବ୍ୟାପକ ହିଂସା, ସେନା ମୁତୟନ

 18-11-2025

ଢାକା, 18 ନଭେମ୍ବର - ବାଂଲାଦେଶ ଆନ୍ତର୍ଜାତୀୟ ଅପରାଧ ନ୍ୟାୟାଧୀକରଣ-1ର ସୋମବାର ବର୍ଷକ ପୂର୍ବରୁ ହୋଇଥିବା ଛାତ୍ର ବିଦ୍ରୋହକୁ ଦମନ କରିବା ସମୟରେ ମାନବତା ବିରୋଧୀ ଅପରାଧ କରିବା ଅଭିଯୋଗରେ ଅପଦସ୍ଥ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ମୃତ୍ୟୁଦଣ୍ଡ ଦେଇବା ପରେ ଦେଶରେ ଅଶାନ୍ତି ବ୍ୟାପି ଯାଇଛି। ଢାକାରେ ବ୍ୟାପକ ହିଂସା ଦେଖା ଦେଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କ...