Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଇସ୍ରାଏଲ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି
FMNEWS.IN
25-02-2026
ନୂଆଦିଲ୍ଲୀ, 25 ଫେବ୍ରୁଆରି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଆଜି କିଛି ସମୟ ପୂର୍ବରୁ ଇସ୍ରାଏଲକୁ ଦୁଇ ଦିନିଆ ଗସ୍ତରେ ପ୍ରସ୍ଥାନ କରିଛନ୍ତି। ଏହା ତାଙ୍କର ଦ୍ୱିତୀୟ ଯାତ୍ରା। ପଶ୍ଚିମ ଏସିଆରେ ବଢୁଥିବା ବିବାଦ, ବିଶେଷକରି ଆମେରିକାଓ ଇରାନ ମଧ୍ୟରେ ବିଗିଡିଥିବା ସମ୍ପର୍କ ପରିପ୍ରେକ୍ଷ୍ୟରେ ହେଉଥିବା ଏହି ଯାତ୍ରାକୁ ଭାରତଇସ୍ରାଏଲ କୌଶଳଗତ ସହଯୋଗକୁ ଆହୁରି ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲର ସଂସଦକୁ ମଧ୍ୟ ସମ୍ବୋଧନ କରିବେ।