- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବସ୍ - ଟ୍ରକ୍ ଧକ୍କା : ବାପଝିଅ ମୃତ
18-01-2025
ମାଲକାନଗିରି,୧୮ଜାନୁଆରୀ- ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୦ ରୋଗୀଙ୍କୁ ନେଇ ବିଶାଖାପାଟଣା ସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଉଥିବା ବସ୍ ଟି ଆଜି ଭୋର ୫ଟା ବେଳେ ଏକ ଟ୍ରକ୍ ସହିତ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାଟି ବିଶାଖାପାଟଣା ନିକଟରେ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା...
କୋଣ୍ଟା ବିଧାୟକ ଲଖମା କାବାସିଙ୍କୁ ଇଡି ପକ୍ଷରୁ ଗିରଫକୁ ମାଲକାନଗିରି ଜିଲ୍ଲା କଂଗ୍ରେସର ବିରୋଧ
16-01-2025
ମାଲକାନଗିରି , ୧୬ ଜାନୁଆରି -ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗ ଡର କୋଣ୍ଟା ବିଧାୟକ ଲଖମା କାବାସିଙ୍କୁ ଇଡି ପକ୍ଷରୁ ଗିରଫକୁ ମାଲକାନଗିରି ଜିଲ୍ଲା କଂଗ୍ରେସ ବିରୋଧ କରିବା ସହ ପୁଲିସର ଏଭଳି ଘୃଣ୍ୟ କାମକୁ ନିନ୍ଦା କରିଛି। ସୂଚନାଯୋଗ୍ୟ, ବିଧାୟକ ଲଖମା କାବାସିଙ୍କ ଘରେ ଏବଂ ଅନ୍ୟ ସମ୍ପର୍କୀୟଙ୍କ ଘରେ ଗତ ୧୫ ଦିନ ତଳେ ଇଡି ଚଢାଉ କରିଥିଲା! ଏହାକୁ ନେଇ ଗୁରୁ...
ମାଲକାନଗିରି ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ
12-01-2025
ମାଲକାନଗିରି, ୧୨ ଜାନୁଆରୀ- ମାଲକାନଗିରି ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଆଲୋକ କୁମାର ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମାରୋହରେ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ସୁରେଶ ସୁମାନି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଡକ୍...
ମାଲକାନଗିରି ଆଇଟିଡିଏରେ ଟେଣ୍ଡର ଫିକ୍ସିଂ ଅଭିଯୋଗ
05-01-2025
ମାଲକାନଗିରି, ୫ ଜାନୁଆରି :ମାଲକାନଗିରି ଆଇଟିଡିଏ ରେ ଲେମନଗ୍ରାସ ମହା ଦୁର୍ନୀତି ପରେ ଏବେ ଟେଣ୍ଡର ଫିକ୍ସିଂ! ନିର୍ଦ୍ଦିଷ୍ଟ କିଛି ଠିକାଦାରଙ୍କୁ ଅନୁକମ୍ପା ଦେଖାଇ ପ୍ରାୟ ୫୦ କୋଟିରୁ ଅଧିକ ଟଙ୍କାର ଟେଣ୍ଡର ଦିଆଯାଇଥିବା ଅଭିଯୋଗ ହୋଇଛି। ଟେଣ୍ତର ପ୍ରକ୍ରିୟାରୁ ବାଦ ପଡ଼ିଥିବା ଠିକାଦାର ଏଭଳି ଅଭିଯୋଗ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜ୍ୟରେ ଅନୁସୁଚିତ ଜ...