BIG NEWS
ଅନୁଗୁଳ ପି.ଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦ୍ବାରା ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ
ଭୋଟ ଚୋର ସରକାର ମହାତ୍ମାଙ୍କ ନାମ ପରିବର୍ତ୍ତନ କରିବାର ଦୁଃସାହସ କରିଛି : କଂଗ୍ରେସ
Wife beaten to death by drug addict husband; husband arrested

ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ

 23-11-2025

ବାରିପଦା :ନିଶା ପାଇଁ ସ୍ୱାମୀ-ସ୍ତ୍ରୀ ସଂପର୍କରେ ଲାଗିଲା ରକ୍ତର ଛିଟା। ନିଶାସକ୍ତ ସ୍ୱାମୀର ଆକ୍ରମଣରେ ଲହୁଲୁହାଣ ହେଲା ସ୍ତ୍ରୀ। ରକ୍ତ ରଞ୍ଜିତ ହେଲା ଘର। ଚାଲିଗଲା ସ୍ତ୍ରୀର ଜୀବନ। ହତ୍ୟାକାରୀ ସାଜିଲା ସ୍ଵାମୀ। ଅଗ୍ନିକୁ ସାକ୍ଷୀ ରଖି ଯାହାର ହାତଧରି ସ୍ତ୍ରୀ ଭାବେ ଘରକୁ ନେଇ ଆସିଥିଲା ସେହି ପବିତ୍ର ବନ୍ଧନର ମହତ୍ଵ ରଖିଲାନି ସ୍ଵାମୀ । ନିଶା ପାଇ...

Accused of arson due to past enmity in Bhadrak

ପୂର୍ବ ଶତ୍ରୁତାରୁ ଗୃହଦାହ ଅଭିଯୋଗ, ଦୁଇ ବିପନ୍ନ ପରିବାର ଥାନାରେ ନେଲେ ଆଶ୍ରୟ,ଅଭିଯୁକ୍ତକୁ ଗିରଫ ଦାବି

 22-11-2025

ଭଦ୍ରକ :- ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଫତେପୁର ପଂଚାୟତ ଅଧୀନ ବିଭୂତିପୁର ଗ୍ରାମର ଜଣେ ଯୁବକ ପୂର୍ବ ଶତ୍ରୁତାରୁ ସେହି ଗ୍ରାମର ୨ପରିବାରର ୩ବଖରାକୁ ପେଟ୍ରୋଲ ପକାଇ ଜାଳି ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଚଳାଇଛନ୍ତି। ପୂର୍ବ ଶତ୍ରୁତାରୁ ଯୁବକ ଜଣକ ଗୁରୁବାର ରାତିରେ ଏମିତି କାଣ୍ଡ ଘଟାଇଥିବା ଜଣାଯାଇଛି। ଶୁକ୍ରବାର ବିପନ୍ନ ପରିବାରର ରଞ୍ଜନ କୁମା...

Four people involved in Pitavas Panda murder case sent to two-day remand by JRA

ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ଜଡିତ ୪ଜଣଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ଜେରା

 21-11-2025

ଗଂଜାମ, 21 ନଭେମ୍ବର: ବ୍ରହ୍ମପୁରର ବିଜେପି ନେତା ପୀତବାସ ପଣ୍ଡା ହତ୍ୟକାଣ୍ଡରେ ଜଡିତ ହୋଇ ଜେଲରେ ଥିବା କୁରୁପତି ଭୂୟାଁ, ଉମା ବିଷୋୟୀ ଚିଣ୍ଟୁ ପ୍ରଧାନ ଓ ଯୋଗୀ ରାଉତକୁ ବ୍ରହ୍ମପୁର ପୁଲିସ୍ ପୁଣି ଆଜି ଦୁଇ ଦିନିଆ ରିମାଣ୍ଡରରେ ଆଣି ମୁଁହାମୁହିଁ ଜେରା ଆରମ୍ଭ କରି ସତ ଓଗାଳିବାକୁ ଚେଷ୍ଟା କରୁଛନ୍ତି ।...

Drug trafficking, a serious factor in communal clashes in Balangir

ବଲାଙ୍ଗିରରେ ନିଶା କାରବାର, ଗୋଷ୍ଠି ସଂଘର୍ଷରେ ଜଣେ ଗୁରୁତର

 21-11-2025

ବଲାଙ୍ଗିର, ୨୧ ନଭେମ୍ବର - ବଲାଙ୍ଗିର ସହରର ଲକ୍ଷ୍ମୀଯୋର ଥାନା ଅନ୍ତର୍ଗତ ଆନନ୍ଦ ନଗର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ବଲାଙ୍ଗିର ଟାଉନ ଥାନା ଶାସ୍ତ୍ରୀ ନଗରର ଭାସ୍କର ପରିଚ୍ଛା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଗୁରୁବାର ରାତି ପ୍ରାୟ ୯ଟା ୩୦ରେ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି କାରଣରୁ ମାର୍ପିଟ ହୋଇଥିଲା...