- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଇରାନର ବେଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣରେ ସୋରୋକା ହସ୍ପିଟାଲ,ଇସ୍ରାଏଲର ବୋମା ବିସ୍ଫୋରଣରେ ଅରାକ ଜଳ ରିଏକ୍ଟର କ୍ଷତିଗ୍ରସ୍ତ
20-06-2025
ତେଲ ଅବୀବ (ଇସ୍ରାଏଲ,ତେହରାନ(ଇରାନ)-ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସାମରିକ ସଙ୍ଘର୍ଷର ସପ୍ତମ ଦିନରେ ଉଭୟ ପାର୍ଶ୍ୱରେ ବ୍ୟାପକ କ୍ଷୟକ୍ଷତି ହୋଇଛି।ଇସ୍ରାଏଲ କହିଛି ଯେ ଇରାନ ଆଜି ଏହାର ଜନବସତି ଅଞ୍ଚଳ ଏବଂ ହସ୍ପିଟାଲ ଉପରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ କରିଛି।ଇରାନ କହିଛି ଯେ ଇସ୍ରାଏଲ ସକାଳେ ଏହାର ଅରାକ ଭାରି ଜଳ ରିଆକ୍ଟର ଉପରେ ବୋମା ପକାଇଥିଲେ।ଆମେରିକାର ସୀଏ...
ଇରାନ-ଇସ୍ରାଏଲ ସଂଘର୍ଷରେ ପୁଟିନ ଓ ସି ଜିନପିଙ୍ଗ ପରସ୍ପର ମଧ୍ୟରେ ତଥ୍ୟ ସେୟାର କରିବା ପାଇଁ ସହମତ
20-06-2025
ମସ୍କୋ, 20 ଜୁନ୍ - ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଇସ୍ରାଏଲ-ଇରାନ ସଂଘର୍ଷ ସଂପର୍କରେ ସମ୍ବେଦନଶୀଳ ସୂଚନା ବିନିମୟ ସମ୍ପର୍କରେ ପରସ୍ପର ସହମତି ପ୍ରକାଶ କରିଛନ୍ତି। କ୍ରେମଲିନ୍ ଗୁରୁବାର ଏହାର ସୂଚନା ଦେଇଛନ୍ତି। କ୍ରେମଲିନଙ୍କ ବିଦେଶ ନୀତି ପରାମର୍ଶଦାତା ୟୁରି ଉଶାକୋଭ୍ ସୂଚନା ଦେଇଛନ୍ତି ଯେ ଦୁଇ ଦେଶର ରାଷ୍ଟ୍ରପତିଙ୍...
କାନାଡ଼ାରେ ଜି-୭ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ, ସାଇପ୍ରସ ଓ କ୍ରୋଏଶିୟା ମଧ୍ୟ ଯିବେ
15-06-2025
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ସାଇପ୍ରସ, କାନାଡ଼ା ଓ କ୍ରୋଏଶିୟା ଅଫିସିଆଲ ଗସ୍ତରେ ରହିବେ । ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ କାନାଡ଼ାରେ ଆୟୋଜିତ ହେବାକୁ ଯାଉଥିବା ଜି-୭ ଶିଖର ସମ୍ମିଳନୀ । ବିଦେଶ ମନ୍ତ୍ରଣାଳୟ ଅନୁସାରେ ଜୁନ୍ ୧୬ ଓ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ କାନାଡ଼ାର କାନାନାସ୍କିସ ସହରରେ ଆୟୋଜିତ ଜି...
ଏଲନ ମସ୍କଙ୍କ ପାଇଁ ହ୍ୱାଇଟ ହାଉସ ବନ୍ଦ କଲେ ଟ୍ରମ୍ପ
07-06-2025
ୱାଶିଂଟନ :- ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଔପଚାରିକ ବାସଭବନର ଦ୍ୱାର ସବୁଦିନ ପାଇଁ ବନ୍ଦ ହୋଇଯାଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପୂର୍ବତନ ସହଯୋଗୀ ଏଲନ ମସ୍କଙ୍କ ମଧ୍ୟରେ ବଢୁଥିବା ବିବାଦ ଏବେ ଦିନକୁ ଦିନ ବଢିବାରେ ଲାଗିଛି । ଦ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦୁହେଁ...