- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
- ‘ଭୋଟର ଅଧିକାର ଯାତ୍ରା’ ବିପ୍ଲବ ସମଗ୍ର ଦେଶକୁ ବ୍ୟାପିବ: ରାହୁଲ ଗାନ୍ଧୀ
- ନଭେମ୍ବର କିମ୍ବା ଡିସେମ୍ବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ
- ମୁଖ୍ୟମନ୍ତ୍ରୀ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳକୁ ନିସର୍ତ କ୍ଷମା ମାଗନ୍ତୁ

ଆମେରିକାରେ 24 ଘଂଟାରେ ଦ୍ୱିତୀୟ ବିମାନ ଦୁର୍ଘଟଣା, ଫ୍ଲୋରିଡାରେ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ, 3 ମୃତ
12-04-2025
ୱାଂଶିଟନ, 12 ଏପ୍ରିଲ୍- ଆମେରିକାରେ 24 ଘଂଟା ମଧ୍ୟରେ ଦ୍ୱିତୀୟ ବିମାନ ଦୁର୍ଘଟଣା ଘଟିଛି । ନ୍ୟୁୟର୍କପରେ ଫ୍ଲୋରିଡାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ଏଥିରେ ଥିବା ସମସ୍ତ 3ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ନ୍ୟୁୟର୍କରେ ବିମାନ ଦୁର୍ଘଟଣାରେ 6ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଅଧିକାରୀଙ୍କ ସୂଚନା ମୁତାବକ ଏହି ଦୁର୍ଘଟଣା ଶୁକ୍ରବାର ସକାଳେ ଫ୍ଲେ...

ପାକିସ୍ତାନ ପିପୁଲ୍ସ ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ତାଜ ହାଇଦରଙ୍କ 83 ବର୍ଷ ବୟସରେ ବିୟୋଗ
09-04-2025
କରାଚୀ, 9 ଏପ୍ରିଲ୍ ପାକିସ୍ତାନ ପିପୁଲ୍ସ ପାର୍ଟିର ବରିଷ୍ଠ ନେତା ତଥା ସିନେଟର ତାଜ ହାଇଦରଙ୍କର ମଙ୍ଗଳବାର କରାଚୀରେ 83 ବର୍ଷ ବୟସରେ ବିୟୋଗ ହୋଇଛି । ତାଙ୍କ ପରିବାର ଏନେଇ ସୂଚନା ଦେଇଛନ୍ତି । ପରିବାର ପକ୍ଷରୁ ବୟାନରେ କୁହାଯାଇଛି ଯେ, ହାଇଦରର କରାଚୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।...

ଉତ୍ତର ଚୀନର ନର୍ସିଂହୋମରେ ଭୟାବହ ଅଗ୍ନିକାଣ୍ଡ, 20 ମୃତ
09-04-2025
ଶିଜିୟାଝାଆଂଗ, 9 ଏପ୍ରିଲ୍ - ଉତର ଚୀନର ହେବେଇରେ ଏକ ନର୍ସିଂହୋମରେ ନିଆଁ ଲାଗିବା କାରଣରୁ ଅତିକମରେ 20ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାର ରାତି ପ୍ରାୟ 9ଟା ବେଳେ ଚେଂଗଡେ ସହରର ଲୋଂଗହୁଆ କାଂଉଟିରେ ଲାଗିଛି । ବୁଧବାର ସକାଳ 3ଟା ବେଳେ ପ୍ରାୟ 20 ଲୋକଙ୍କ ମୃତ୍ୟୁ ହୋଇଛି । ନିଆଁ ଲାଗିବାର କାରଣ ଖୋଜାଯାଉଛି । ନର୍ସିଂହୋମରେ ନିଆଁ ଲାଗିବା ପରେ ସୁରକ...

ଡୋମିନିକନ୍ ଗଣରାଜ୍ୟରେ ନାଇଟ୍ କ୍ଲବର ଭୁଶୁଡିଲା ଛାତ, 79 ମୃତ, 155 ଆହତ
09-04-2025
ସେଂଟ ଡୋମିଂଗୋ, 9 ଏପ୍ରିଲ୍ :ଡୋମିନିକନ ଗଣରାଜ୍ୟର ରାଜଧାନୀ ସେଂଟ ଡୋମିଂଗୋ ମଙ୍ଗଳବାର ସକାଳେ ଏକ ନାଇଟ୍ କ୍ଲବର ଛାତ ଭୁଶୁଡିବା କାରଣରୁ ଅତି କମରେ 79ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି କ୍ଲବର ନାମ ଜେଟ୍ ସେଟ୍ ଅଟେ । ଏହି ଅଘଟଣ ଗାୟିକା ରୁବି ପେରେଜଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ସମୟରେ ହୋଇଛି । ମୃତକଙ୍କ ମଧ୍ୟରେ 59 ବର୍ଷୀୟ ପେରେଜଙ୍କ ବ୍ୟତୀତ ମେଜର ଲିଗ...