- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ପ୍ରଧାନମନ୍ତ୍ରୀ ମୋଦୀ ଅପ୍ରେଲ ୨୨-୨୩ ରେ ସାଉଦି ଆରବ ଗସ୍ତରେ ଯିବେ
19-04-2025
ନୂଆଦିଲ୍ଲୀ, ୧୯ ଅପ୍ରେଲ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଉଦି ଆରବର କ୍ରାଉନ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ନିମନ୍ତ୍ରଣ କ୍ରମେ ଅପ୍ରେଲ ୨୨ ଓ ୨୩ ତାରିଖରେ ସାଉଦି ଆରବ ଗସ୍ତରେ ଯିବେ । ବୈଦେଶିକ ମନ୍ତ୍ରାଳୟ ଶନିବାର ଏକ ବୟାନରେ କହିଛନ୍ତି ଯେ, ୨୦୧୬ ଓ ୨୦୧୯ ଗସ୍ତ ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ ଥର ସାଉଦି ଆ...
ଆମେରିକାରେ 24 ଘଂଟାରେ ଦ୍ୱିତୀୟ ବିମାନ ଦୁର୍ଘଟଣା, ଫ୍ଲୋରିଡାରେ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ, 3 ମୃତ
12-04-2025
ୱାଂଶିଟନ, 12 ଏପ୍ରିଲ୍- ଆମେରିକାରେ 24 ଘଂଟା ମଧ୍ୟରେ ଦ୍ୱିତୀୟ ବିମାନ ଦୁର୍ଘଟଣା ଘଟିଛି । ନ୍ୟୁୟର୍କପରେ ଫ୍ଲୋରିଡାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ଏଥିରେ ଥିବା ସମସ୍ତ 3ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ନ୍ୟୁୟର୍କରେ ବିମାନ ଦୁର୍ଘଟଣାରେ 6ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଅଧିକାରୀଙ୍କ ସୂଚନା ମୁତାବକ ଏହି ଦୁର୍ଘଟଣା ଶୁକ୍ରବାର ସକାଳେ ଫ୍ଲେ...
ପାକିସ୍ତାନ ପିପୁଲ୍ସ ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ତାଜ ହାଇଦରଙ୍କ 83 ବର୍ଷ ବୟସରେ ବିୟୋଗ
09-04-2025
କରାଚୀ, 9 ଏପ୍ରିଲ୍ ପାକିସ୍ତାନ ପିପୁଲ୍ସ ପାର୍ଟିର ବରିଷ୍ଠ ନେତା ତଥା ସିନେଟର ତାଜ ହାଇଦରଙ୍କର ମଙ୍ଗଳବାର କରାଚୀରେ 83 ବର୍ଷ ବୟସରେ ବିୟୋଗ ହୋଇଛି । ତାଙ୍କ ପରିବାର ଏନେଇ ସୂଚନା ଦେଇଛନ୍ତି । ପରିବାର ପକ୍ଷରୁ ବୟାନରେ କୁହାଯାଇଛି ଯେ, ହାଇଦରର କରାଚୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।...
ଉତ୍ତର ଚୀନର ନର୍ସିଂହୋମରେ ଭୟାବହ ଅଗ୍ନିକାଣ୍ଡ, 20 ମୃତ
09-04-2025
ଶିଜିୟାଝାଆଂଗ, 9 ଏପ୍ରିଲ୍ - ଉତର ଚୀନର ହେବେଇରେ ଏକ ନର୍ସିଂହୋମରେ ନିଆଁ ଲାଗିବା କାରଣରୁ ଅତିକମରେ 20ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାର ରାତି ପ୍ରାୟ 9ଟା ବେଳେ ଚେଂଗଡେ ସହରର ଲୋଂଗହୁଆ କାଂଉଟିରେ ଲାଗିଛି । ବୁଧବାର ସକାଳ 3ଟା ବେଳେ ପ୍ରାୟ 20 ଲୋକଙ୍କ ମୃତ୍ୟୁ ହୋଇଛି । ନିଆଁ ଲାଗିବାର କାରଣ ଖୋଜାଯାଉଛି । ନର୍ସିଂହୋମରେ ନିଆଁ ଲାଗିବା ପରେ ସୁରକ...