- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ପାକିସ୍ତାନର ଖୈବର ପଖ୍ତୁନଖ୍ୱାର ଲୋଅର ଦିରରେ 4.7 ତୀବ୍ରତାର ଭୂକମ୍ପ
21-11-2025
ଇସଲମାବାଦ, 21 ନଭେମ୍ବର - ପାକିସ୍ତାନର ଖୈବର ପଖ୍ତୂନଖ୍ୱାର ଲୋଅର୍ ଦିର୍ରେ ଆଜି ସକାଳେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର୍ ସ୍କେଲ୍ରେ ଏହାର ତୀବ୍ରତା 4.7 ରେକର୍ଡ ହୋଇଛି। ଦୁନିଆ ନ୍ୟୁଜ୍ର ରିପୋର୍ଟ ଅନୁଯାୟୀ, ଭୂମିକମ୍ପର ଝଟକା ଲାଗିବା ମାତ୍ରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ିଆସିଥିଲେ। ଭୂମିକମ୍ପର କ...
ପାକିସ୍ତାନର ଖୈବର ପଖ୍ତୁନଖ୍ୱୋରେ ପୋଲିସ ଭ୍ୟାନ ଉପରକୁ ବୋମା ମାଡ, 2 ମୃତ, 4 ଆହତ
21-11-2025
ଇସଲମାବାଦ, 21 ନଭେମ୍ବର :-ପାକିସ୍ତାନର ଖୈବର ପଖ୍ତୂନଖ୍ୱାର ଡେରା ଇସ୍ମାଇଲ୍ ଖାନ୍ ଜିଲ୍ଲାରେ ଗୁରୁବାର ଦିନ ଏକ ପୋଲିସ୍ ଭ୍ୟାନ୍ ଉପରକୁ ବୋମା ମାଡ ହୋଇଛି। ଏହି ଆକ୍ରମଣରେ ଦୁଇଜଣ ପୋଲିସ୍ କର୍ମଚାରୀ ମୃତ୍ୟୁବରଣ କରିଛନ୍ତି ଏବଂ ଚାରିଜଣ ଆହତ ହୋଇଛନ୍ତି। ଜିଲ୍ଲା ପୋଲିସ୍ ପ୍ରମୁଖ ସଜ୍ଜାଦ୍ ଆହମଦ୍ ସାହିବଜାଦା ଘଟଣାର ସତ୍ୟତା ସ୍ୱୀକାର କରିଛନ୍ତି। ଡନ୍&r...
ବାଂଲାଦେଶରେ ହସିନାଙ୍କ ଉପରେ ନିଷ୍ପତି ପରେ ଅଶାନ୍ତି, ଢାକାରେ ବ୍ୟାପକ ହିଂସା, ସେନା ମୁତୟନ
18-11-2025
ଢାକା, 18 ନଭେମ୍ବର - ବାଂଲାଦେଶ ଆନ୍ତର୍ଜାତୀୟ ଅପରାଧ ନ୍ୟାୟାଧୀକରଣ-1ର ସୋମବାର ବର୍ଷକ ପୂର୍ବରୁ ହୋଇଥିବା ଛାତ୍ର ବିଦ୍ରୋହକୁ ଦମନ କରିବା ସମୟରେ ମାନବତା ବିରୋଧୀ ଅପରାଧ କରିବା ଅଭିଯୋଗରେ ଅପଦସ୍ଥ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ମୃତ୍ୟୁଦଣ୍ଡ ଦେଇବା ପରେ ଦେଶରେ ଅଶାନ୍ତି ବ୍ୟାପି ଯାଇଛି। ଢାକାରେ ବ୍ୟାପକ ହିଂସା ଦେଖା ଦେଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କ...
ବାଂଲାଦେଶର ଅପଦସ୍ଥ ପ୍ରଧାନମନ୍ତ୍ରୀ ହସିନାଙ୍କୁ ଫାସୀଦଣ୍ଡ
18-11-2025
ଢାକା - ବାଂଲାଦେଶର ଅପଦସ୍ଥ ପ୍ରଧାନମନ୍ତ୍ରୀ ଶେଖ ହାସିନା ବିରୋଧରେ ଆନ୍ତର୍ଜାତୀୟ ଅପରାଧ ନ୍ୟାୟାଧୀକରଣ1 ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ଏହା ପୂର୍ବରୁସରକାରୀ ଅଭିଯୋକ୍ତାମାନେ ନ୍ୟାୟାଧୀକରଣକୁ ମୃତ୍ୟୁଦଣ୍ଡ ଦେବାକୁ ଅନୁରୋଧ କରିଥିଲେ । ଇତି ମଧ୍ୟରେ ରାୟ ଆସିବା ପୂର୍ବରୁ ରାଜଧାନୀ ଓ ଚାରିପାଶର ଜିଲ୍ଲାଗୁଡ଼ିକରେ ଉପଦ୍ରବୀମାନେ କିଛି ସ୍ଥାନରେ ନିଆ...