Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ପାକିସ୍ତାନର ଖୈବର ପଖ୍ତୁନଖ୍ୱାର ଲୋଅର ଦିରରେ 4.7 ତୀବ୍ରତାର ଭୂକମ୍ପ
FMNEWS.IN
21-11-2025
ଇସଲମାବାଦ, 21 ନଭେମ୍ବର - ପାକିସ୍ତାନର ଖୈବର ପଖ୍ତୂନଖ୍ୱାର ଲୋଅର୍ ଦିର୍ରେ ଆଜି ସକାଳେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର୍ ସ୍କେଲ୍ରେ ଏହାର ତୀବ୍ରତା 4.7 ରେକର୍ଡ ହୋଇଛି। ଦୁନିଆ ନ୍ୟୁଜ୍ର ରିପୋର୍ଟ ଅନୁଯାୟୀ, ଭୂମିକମ୍ପର ଝଟକା ଲାଗିବା ମାତ୍ରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ିଆସିଥିଲେ। ଭୂମିକମ୍ପର କାରଣରୁ ଲୋଅର୍ ଦିର୍ର କୌଣସି ଅଞ୍ଚଳରୁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ସୂଚନା ମିଳିନାହିଁ।
ଇସ୍ଲାମାବାଦ ନ୍ୟାସନାଲ୍ ସିସ୍ମିକ୍ ମନିଟରିଂ ସେଣ୍ଟର୍ ଅନୁସାରେ, ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ତାନର ହିନ୍ଦୁକୁଶ୍ ପର୍ବତ ଶ୍ରେଣୀରେ 93 କିଲୋମିଟର ଗଭୀରତାରେ ଥିଲା।