Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
କୁହୁଡିରେ ବସ-ଜିପ ଧକ୍କା -ତିନିଜଣଙ୍କର ମୃତ୍ୟୁ
FMNEWS.IN
13-01-2025
ଜୟପୁର 13 ଜାନୁଆରୀ :-ଘନ କୁହୁଡି କାରଣରୁ ଶ୍ରୀଗଙ୍ଗାନଗରରେ ରୋଡୱେଜ ବସ ଏବଂ ଜିପର ମୁହାଁମୁହିଁ ଧକ୍କା ହେବା ଫଳରେ ତିନିଜଣଙ୍କର ମୃତ୍ୟୁ ଘଟିଛି।ସୋମବାର ସକାଳେ ପଦମପୁରର ସୀସୀ ହେଡ ନିକଟରେ ହୋଇଥିବା ଦୁର୍ଘଟଣାରେ ଜିପ ନଷ୍ଟ ହୋଇଯାଇଛି।ଅନେକ ଲୋକ ଆହତ ହୋଇଥିବା ସୁଚନା ମଧ୍ୟ ରହିଛି।ସମସ୍ତ ଆହତଙ୍କୁ ଚୁନାୱଢ ଏବଂ ପଦମପୁରର ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି।ଦୁର୍ଘଟଣା ପରେ ରାସ୍ତାରେ ଲମ୍ବା ଜାମ ଲାଗି ରହିଥିଲା।ସବୁଆଡେ ଚିତ୍କାର ହେଉଥିଲା।ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଜାମକୁ ସଫା କରିଥିଲା।ବର୍ତ୍ତମାନ ମୃତକଙ୍କ ପରିଚୟ ମିଳିପାରିନାହିଁ।ପୋଲିସ ତଥ୍ୟ ସଂଗ୍ରହ କରୁଛି।