Dreamgirl Hema Malini at the temple

ପୁରୀରେ ହୋଲି ଖେଳିଲେ ହେମାମାଳିନୀ

 15-03-2025

ପୁରୀ, ୧୫ ମାର୍ଚ - ପବିତ୍ର ହୋଲି ପର୍ବରେ ହିନ୍ଦୀ ଚଳଚିତ୍ର ଜଗତର ଡ୍ରିମ ଗାର୍ଲ ହେମାମାଳିନୀ ଆଜି ସକାଳେ ଶ୍ରୀମନ୍ଦିର ଯାଇ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଛନ୍ତି | କୌଳିକ ସେବକଙ୍କ ସହ ଯାଇ ରତ୍ନସିଂହାସନ ଉପରେ ବିରାଜିତ ପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ମା ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କୁ ଦର୍ଶନ କରି ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି | ପ୍ରଭୁଙ୍କ ହ...

Installation of auspicious pillars for the Kantabanji soil festival

କଣ୍ଟାବାଞ୍ଜି ମାଟିର ମହୋତ୍ସବ ପାଇଁ ଶୁଭ ଖମ୍ବ ସ୍ଥାପନ

 02-03-2025

ବଲାଙ୍ଗିର, ୨ ମାର୍ଚ୍ଚ - ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ସହରର ରେଲବାଇ ଖେଳ ପଡ଼ିଆ ଠାରେ ଆସନ୍ତା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇ ୩ ଦିନ ଧରି ଆୟୋଜିତ ହେବାକୁ ଯାଉଛି କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ। ସେଥିପାଇଁ ଆୟୋଜକ କମିଟି ପକ୍ଷରୁ ରବିବାର ରେଳବାଇ ଖେଳ ପଡ଼ିଆ ଠାରେ ପୂଜା ଅର୍ଚ୍ଚନା କରି ଶୁଭ ଖମ୍ବ ସ୍ଥାପନ କରାଯାଇଛି। ଏହି ମହୋତ୍ସବରେ ରାଜ୍ଯ ତଥା ରାଜ୍ଯ...

Boney Kapoor to make Odia film

ଓଡ଼ିଆ ଫିଲ୍ମ ବନାଇବେ ବୋନି କପୁର

 12-02-2025

ଭୁବନେଶ୍ୱର, 12 ଫେବ୍ରୁଆରି - ବୋନୀ କପୁର ବନାଇବେ ଓଡ଼ିଆ ଫିଲ୍ମ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବୋନୀ କପୁର। ଅଲଗା ଭାଷାରେ ସିନେମା ତିଆରି କରିଛି। ତେଣୁ ଓଡିଆ ରେ ବି ତିଆରି କରିବି। ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କରିଥିବା କହିଛନ୍ତି ବୋନୀ । ଚଳଚ୍ଚିତ୍ର ଶିଳ୍ପ ଆଗକୁ ନେବାକୁ ପାଇଁ ସେ ବି ହାତ ବଢାଇବେ ବୋଲି କହିଛନ୍ତି। ଓଡ଼ିଶାରେ ସୁଟିଂ...

Kangana's film Emergency stirs up controversy in London, screenings halted, uproar in British Parliament

ଲଣ୍ଡନରେ କଙ୍ଗନାଙ୍କ ଫିଲ୍ମ ଇମରଜେନ୍ସୀକୁ ନେଇ ଉତ୍ତେଜନା,ସ୍କ୍ରିନିଂ ବନ୍ଦ ,ବ୍ରିଟେନର ସଂସଦରେ ହୋହାଲ୍ଲା

 25-01-2025

ଲଣ୍ଡନ 25 ଜାନୁଆରୀ-କନ୍ଜର୍ବେଟିବ ସାଂସଦ ବାବ ବ୍ଲେକମ୍ୟାନ କହିଛନ୍ତି ଯେ ବ୍ରିଟେନରେ ଭାରତୀୟ ଅଭିନେତ୍ରୀ କଙ୍ଗନା ରନୌତଙ୍କ ଫିଲ୍ମ ଇମରଜେନ୍ସୀର ପ୍ରଦର୍ଶନରେ ବାଧା ସୃଷ୍ଟି କରୁଥିବା ଆତଙ୍କବାଦୀ ଅଟନ୍ତି।ସେ ଗୃହସଚିବ ୟୱେଟେ କପୁରଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।ବ୍ଲେକମ୍ୟାନ ହାଉସ ଅଫ କାମନ୍ସ(ବ୍ରିଟେନ ସାସଂଦର ନିମ୍ନ ଗୃହ)ରେ କହିଛନ୍ତି ଯେ...