Obscene dancing to be banned during Khandagiri Yatra

ଖଣ୍ଡଗିରି ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ

 18-01-2025

ଭୁବନେଶ୍ୱର, 18 ଜାନୁଆରି- ଏଥର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ବନ୍ଦ। କେବଳ ୩ ଆର୍ଟିଷ୍ଟ ନୁହେଁ ବରଂ କୌଣସି ଆର୍ଟିଷ୍ଟ ଅଶ୍ଳୀଳ ନୃତ୍ୟ କରିପାରିବେ ନାହିଁ, ଯାତ୍ରା କମିଟି ଏହାକୁ କରାଇ ଦେବ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା ସେଣ୍ଟ୍ରାଲ କମିଟି ସମ୍ପାଦକ ପ୍ରମୋଦ କୁମାର ଜେନା। ଲୋକ ପରିବାର ସହ ଦେଖି ପାରିବେ ଯାତ୍ରା ବୋଲି ସେ କହ...

Kalahandi festival concludes with colorful cultural program Ghumura-2025

ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଉଦଯାପିତ ହେଲା କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫

 18-01-2025

ଭବାନୀପାଟଣା, 18ଜାନୁୟାରୀ : ଗତ କାଲି ବିଳମ୍ବିତ ରାତି ରେ ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ମହା ସମାରୋହରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ କଳାହାଣ୍ଡିର ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ଅତ୍ୟନ୍ତ ସମୃଦ୍ଧ ବୋଲି କହିବା ସହିତ ଜି...

15 police teams formed to investigate attack on film actor Saif Ali Khan

ଚଳଚ୍ଚିତ୍ର ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣର ତଦନ୍ତ ନିମନ୍ତେ ପୋଲିସର ୧୫ଟି ଟିମ୍ ଗଠିତ

 16-01-2025

ମୁମ୍ବାଇ, ୧୬ ଜାନୁଆରୀ- ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ଘଟଣା ପରେ ମୁମ୍ବାଇ ପୋଲିସ ଏହାର ତଦନ୍ତ ନିମନ୍ତେ ୧୫ଟି ଟିମ୍ ଗଠନ କରିଛି । ଏଥିରେ ମୁମ୍ବାଇ ପୋଲିସ ଅପରାଧ ଶାଖାର ୮ଟି ଟିମ୍ ଏବଂ ମୁମ୍ବାଇ ପୋଲିସର ୭ଟି ଟିମ୍ ପୃଥକ୍ ପୃଥକ୍ ଦିଗରୁ ମାମଲାର ଛାନଭିନ୍ କରୁଛନ୍ତି । ତନ୍ମଧ୍ୟରୁ ଗୋଟିଏ ଟିମ୍ କୁ ମୁମ୍ବାଇ ବାହାରକୁ ପଠାଇ ଦିଆଯାଇଛି । ଆକ...

Saif ali Khan nabbed

ଅଭିନେତା ସୈଫ ଅଲୀ ଖାନଙ୍କ ଉପରେ ମୁମ୍ବାଇରେ ଛୁରୀରେ ଆକ୍ରମଣ ,ଲୀଳାବତୀ ହସ୍ପିଟାଲରେ କରାଯାଇଛି ଅସ୍ତ୍ରପ୍ରଚାର

 16-01-2025

ମୁମ୍ବାଇ16 ଜାନୁଆରୀ -ଚଳଚ୍ଚିତ୍ର ଅଭିନେତା ସୈଫ ଅଲୀ ଖାନ ବାନ୍ଦ୍ରା ସ୍ଥିତ ତାଙ୍କ ଘରେ ଅଜଣା ବ୍ୟକ୍ତିଙ୍କ ଛୁରୀ ଆକ୍ରମଣରେ ଆହତ ହୋଇଛନ୍ତି।ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି।ତାଙ୍କର ଅବସ୍ଥା ବିପଦରୁ ବାହାରିଥିବା କୁହାଯାଉଛି।ମୁମ୍ବାଇ ପୋଲିସ କହିଛି ଯେ ଅଭିନେତାଙ୍କ ଘରେ ପ୍ରବେଶ କରିଥିବା ବ୍ୟକ୍ତିଙ୍କ ପ୍ରଥମେ ତାଙ୍କ ଚାକରାଣୀ ସହିତ ଯୁକ୍ତିତର...