Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଯାତ୍ରୀ ଅଶ୍ଲୀଳତାକୁ ନେଇ ଖୁବ ଶୀଘ୍ର ମାର୍ଗଦର୍ଶିକା
FMNEWS.IN
19-01-2025
ଭୁବନେଶ୍ୱର, 19 ଜାନୁଆରି- ଯାତ୍ରୀ ଅଶ୍ଲୀଳତାକୁ ନେଇ ଖୁବ ଶୀଘ୍ର ମାର୍ଗଦର୍ଶିକା । ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳତା ବନ୍ଦହେବା ନେଇ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ପ୍ରତିକ୍ରିୟା ରଖିଛନ୍ତି । ତୁରନ୍ତ କଠୋର ଆଇନ ନ ନେବାକୁ ଯାତ୍ରା ମାଲିକ ଅନୁରୋଧ କରିଛନ୍ତି । ଅତି ଜଲଦି କଠୋର ଆଇନ ନ ନିଆଯାଇ କିଛି ସମୟ ସେମାନଙ୍କୁ ଦେବାକୁ ଅନୁରୋଧ କରିଛନ୍ତି ଯାତ୍ରା ମାଲିକ । ଖଣ୍ଡଗିରି ମେଳା ନେଇ ପୋଲିସ ବିଭାଗ ଗୃହ ବିଭାଗ ଆଇନ ଶୃଙ୍ଖଳା ଦିଗକୁ ଦେଖୁଛି। ଅଶ୍ଳୀଳତକୁ ନେଇ ମାର୍ଗଦର୍ଶିକା ଆମେ ଜାରି କରିବାକୁ ଯାଉଛୁ। ଯାତ୍ରା କମିଟି, ଯାତ୍ରା କଳାକାର,ଏହା ସହ ମାଲିକଙ୍କ ସହ ଆଲୋଚନା ହୋଇଛି। ଅତି ଜଲଦି କଠୋର ଆଇନ ନ ନିଆଯାଇ କିଛି ସମୟ ସେମାନଙ୍କୁ ଦେବାକୁ ଅନୁରୋଧ କରିଛନ୍ତି ଯାତ୍ରା ମାଲିକ।