The colorful dance and song of Kesinga Bajajsal artistes brought the festival of Paenri Tihar 2025 to a close.

କେସିଙ୍ଗା ବଜାସାଲ କଳାକାର ଙ୍କ ରଙ୍ଗବତୀ ଡାଲଖାଇ ଗୀତ ନାଚ ର ତାଳେ ତାଳେ ଉଦଯାପିତ ହେଲା ପଏଁରି ତିହାର ୨୦୨୫

 05-01-2025

ସୁବର୍ଣ୍ଣପୁର:ସୋନପୁର ଭୀମ ଭୋଇ କଳା ମଣ୍ଡପ ଖୋଲା ପଡ଼ିଆ ଠାରେ ତିନିଦିନ ଧରି ଚାଲିଥିବା ଲୋକ କଳା ଲୋକ ନୃତ୍ୟ ର ମହା ପାର୍ବଣ ପଏଁରୀ ତିହାର-୨୦୨୫ ର ରୌପ୍ୟଳୟନ୍ତୀ ସମାରୋହ ଶୁକ୍ରବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇ ଯାଇଛି। କେସିଙ୍ଗା, କଳାହାଣ୍ଡି , କୋରାପୁଟ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ସାଂସ୍କୃତିକ ଦଳର ଲୋକନୃତ୍ୟ ଓ ଲୋକସଙ୍ଗୀତ ପରିବେଷଣ ଦର୍ଶକ ଙ...

77th world-famous Bargarh Dhanu Yatra inaugurated: Kansa's reign in Mathura

୭୭ ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉଦଘାଟିତ : ମଥୁରାରେ କଂସଙ୍କ ରାଜତ୍ଵ

 04-01-2025

ବରଗଡ଼, ୩ ଜାନୁଆରୀ- ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଂଚ ଭାବରେ ପରିଚିତ ବରଗଡ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି । ଧନୁଯାତ୍ରା ମହୋତ୍ସବ ସମିତିର ଅଧ୍ୟକ୍ଷ ତଥା ବରଗଡ ଜିଲ୍ଳାପାଳ ଆଦିତ୍ୟ ଗୋୟଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡଙ୍ଗୀ, ଅତାବିରା ବ...

On the second evening of the first Tihar, folk dance from Koraput, Jharkhand was the main attraction for the audience.

ପଏଁରୀ ତିହାରର ଦ୍ଵିତୀୟ ସଂଧ୍ୟାରେ କୋରାପୁଟ ଝାରଖଣ୍ଡର ଲୋକଗୀତ ନାଚ ଥିଲା ଦର୍ଶକଙ୍କ ମୁଖ୍ୟ ଆକର୍ଷଣ

 03-01-2025

ସୁବର୍ଣ୍ଣପୁର, ୩ ଜାନୁଆରୀ - ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ତିହାରର ରୌପ୍ୟ ଜୟନ୍ତୀ ର ଦ୍ଵିତୀୟ ସଂଧ୍ୟାରେ ଅନୁଷ୍ଠାନର ସଭାପତି ଲଡ଼ୁକିଶୋର ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ହୋଇଥିବା ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥିଭାବେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଅନ୍ୟତମ ଅତିଥି ଭାବରେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ପ୍ରଫେସର ଡ଼ଃ ବିଭୂଦତ୍...

Buddhist Festival is a grand fusion of heritage, art and culture - Shiv Mahapatra: Buddhist Festival and Pallishri Mela inaugurated

ଐତିହ୍ୟ, କଳା ଓ ସଂସ୍କୃତିର ମହାମିଳନ ହେଉଛି ବୌଦ୍ଧ ମହୋତ୍ସବ- ସିଦ୍ଧାନ୍ତ ମହାପାତ୍ର : ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ

 03-01-2025

ବୌଦ୍ଧ, ୩ ଜାନୁଆରୀ - ବୌଦ୍ଧ ମହୋତ୍ସବ ମାଧ୍ୟମରେ ନିଜ ଅଂଚଳର କଳା ସଂସ୍କୃତି, ପରମ୍ପରାକୁ ରକ୍ଷା କରି ପାରିବା, ବୌଦ୍ଧ ଜିଲ୍ଲାର ହେଉଛି କଳା,ଐତିହ୍ୟର ମାଟି, ଯିଏ ଯେଉଁ ସ୍ଥାନରେ ରହୁ ନା କାହିଁକି ସେ ତାର ମାଟିକୁ ଭାଷାକୁ ଦୂରେଇ ଦେବେ ନାହିଁ, ଜିଲ୍ଲାର ଇତିହାସ ଗୌରବମୟ । ଏ ହେଉଛି ଭାଇ ଚାରାର ମାଟି, ସମସ୍ତ ସଂପଦରେ ବୌଦ୍ଧଜିଲ୍ଲା ଭରି ରହିଛି, ଜିଲ୍ଲାର ରହିଛି...