- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବାଘା ଯତିନର ନିର୍ଦ୍ଦେଶକ ଅରୁଣ ରାୟଙ୍କ ଦେହାନ୍ତ ,କ୍ୟାନ୍ସର ଏବଂ ଫୁସଫୁସ ସଂକ୍ରମଣରେ ଥିଲେ ପିଡୀତ
02-01-2025
କୋଲକାତା 2 ଜାନୁଆରୀ -ବର୍ଷା ଆରମ୍ଭରୁ ସିନେମା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି।ପ୍ରସିଦ୍ଧ ଫିଲ୍ମ ବାଘା ଯତିନର ନିର୍ଦ୍ଦେଶକ ଅରୁଣ ରାୟ ଆଜି ସକାଳେ ଷେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡୀତ ଥିଲେ,ଏବଂ ଗତ ଆଠ ଦିନ ଫୁସଫୁସ ସଂକ୍ରମଣ ହେତୁ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଆଇସିୟୁରେ ଭର୍ତ୍ତୀ ହୋଇଥିଲେ।ତାଙ୍କ ଅବସ...
ଜିରୋ ନାଇଟ ସେଲିବ୍ରେସନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି
31-12-2024
ଭୁବନେଶ୍ୱର, 31 ଡିସେମ୍ବର - ଜିରୋ ନାଇଟ ସେଲିବ୍ରେସନ ବେଳେ ମଦୁଆଙ୍କ ଉପରେ କଡା ନଜର ରଖିବେ ସରକାର । ମଦ୍ୟ ପାନ ଜନିତ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଅସ୍ଥାୟୀ ବାର ଖୋଲିବା ପ୍ରକ୍ରିୟାକୁ ସଂପୂର୍ଣ୍ଣ ଭାବେ ବନ୍ଦ କହିଛନ୍ତି ସରକାର । ବେଆଇନ ମଦ କାରବାର ଉପରେ ଗତ 27 ତାରିଖରୁ ଚ...
ଯାତ୍ରାରେ ଅଶ୍ଳୀଳତା: ଆଇଟମ ଗାର୍ଲ ସାହୁ ଭାଉଜଙ୍କ ନାଁରେ ମାମଲା ରୁଜୁ
30-12-2024
ମାଲକାନଗିରି, ୩୦ଡିସେମ୍ବର:ସୀମା ଟପିଲା ଯାତ୍ରାରେ ଅଶ୍ଳୀଳତା। ସବୁ କିଛି ଭୁଲି ମଞ୍ଚରେ ଅର୍ଦ୍ଧନଗ୍ନ ନୃତ୍ୟ କଲେ ସାହୁ ଭାଉଜ। ଏହାକୁ ଦେଖି ବେଶ୍ ଉପଭୋଗ କଲେ ମାଥିଲି ଥାନା ଆଇଆଇସି। ମହିଳା କଳାକାରଙ୍କ ଅଶ୍ଲୀଳ ନୃତ୍ୟକୁ ଦର୍ଶକଙ୍କ ସହ ଉପଭୋଗ କରୁଥିଲେ ଥାନା ବାବୁ। ଏହି ଭିଡିଓ ଭାଇରାଲ୍ ହେବା ପରେ ଏବେ ଆକ୍ସନ ମୋଡ୍କୁ ଆସିଛି ମାଲକାନଗିରି ପୋଲିସ। ଶନିବାର ମା...
ରାଜ୍ୟସ୍ତରୀୟ ସମ୍ବଲପୁରୀ ନାଟକ ପ୍ରତିଯୋଗିତାରେ ବିଶ୍ରାମ ମେହେର ପାଇବେ 'ଉଦୟନ ନାଟ୍ୟ ସମ୍ମାନ'
24-12-2024
ସମ୍ବଲପୁର: - ଚଳିତ ମାସ ୨୪ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଝାଡୁଆପଡ଼ା ଆରଣ୍ୟକ ମଂଚ ଠାରେ ବୀର ସୁରେନ୍ଦ୍ର ସାଏ ୨୭ତମ ରାଜ୍ୟସ୍ତରୀୟ ସମ୍ବଲପୁରୀ ନାଟକ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ଯୁବ ଉଦୟନ ଅନୁଷ୍ଠାନ ପକ୍ଷରୁ ହୋଇ ଆସୁଥିବା ଏହି ପ୍ରତିଯୋଗିତାରେ ସମ୍ବଲପୁର ଜିଲ୍ଲା ସମେତ ବରଗଡ, ବଲାଙ୍ଗୀର, ସୋନପୁର, ଝାରସୁଗୁଡ଼ା ଓ କଳାହାଣ୍ଡି ଆଦି ପଶ୍ଚିମ ଓଡିଶାର ବ...