Breaking News
- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
- ସମ୍ବଲପୁରରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କ...
- ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
ବାଘା ଯତିନର ନିର୍ଦ୍ଦେଶକ ଅରୁଣ ରାୟଙ୍କ ଦେହାନ୍ତ ,କ୍ୟାନ୍ସର ଏବଂ ଫୁସଫୁସ ସଂକ୍ରମଣରେ ଥିଲେ ପିଡୀତ
FMNEWS.IN
02-01-2025
କୋଲକାତା 2 ଜାନୁଆରୀ -ବର୍ଷା ଆରମ୍ଭରୁ ସିନେମା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି।ପ୍ରସିଦ୍ଧ ଫିଲ୍ମ ବାଘା ଯତିନର ନିର୍ଦ୍ଦେଶକ ଅରୁଣ ରାୟ ଆଜି ସକାଳେ ଷେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡୀତ ଥିଲେ,ଏବଂ ଗତ ଆଠ ଦିନ ଫୁସଫୁସ ସଂକ୍ରମଣ ହେତୁ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଆଇସିୟୁରେ ଭର୍ତ୍ତୀ ହୋଇଥିଲେ।ତାଙ୍କ ଅବସ୍ଥା ବିଗିଡିବାରେ ଲାଗିଥିଲା ଶେଷରେ ସେ କୋମାକୁ ଚାଲିଯାଇଥିଲେ।ଗତ ଏକ ବର୍ଷ ଧରି ଅରୁଣ ରାୟ କର୍କଟ ରୋଗରେ ଚିକିତ୍ସିତ ହେଉଥିଲେ।ଏହା ସତ୍ତ୍ୱେ ସେ ତାଙ୍କ ଫିଲ୍ମ ବାଘା ଯତିନ କାମ ଶେଷ କରିଥିଲେ।ଏହି ଫିଲ୍ମ ଗତ ବର୍ଷ ଦୁର୍ଗା ପୁଜା ଅବସରରେ ରିଲିଜ ହୋଇଥିଲା।ଫିଲ୍ମର ଟ୍ରିଜର ଲଞ୍ଚ ସମୟରେ ମଧ୍ୟ ସେ ଟାଟା ମେଡିକାଲ ସେଣ୍ଟରରେ ଚିକିତ୍ସିତ ହେଉଥିଲେ।