Sonepur's Odissi dance artist Shilpi captivated the audience on the second evening of the Subarnapur Lok Mahotsav

ସୁବର୍ଣ୍ଣପୁର ଲୋକ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଲା ସୋନପୁରର ଓଡ଼ିଶୀ ନୃତ୍ୟ ଶିଳ୍ପୀ ଙ୍କ ନୃତ୍ୟ

 08-01-2025

ସୁବର୍ଣ୍ଣପୁର, 8 ଜାନୁଆରି :ସୁବର୍ଣ୍ଣ ଲୋକ ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ର ଦ୍ବିତୀୟ ସାଂସ୍କୃତିକ ସନ୍ଧ୍ୟା କାର୍ଯକ୍ରମ କୁ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରି ସୁବର୍ଣ୍ଣପୁର ର କଳା ସଂସ୍କୃତି ପର୍ଯ୍ୟଟନ , ନୌ ବାଣିଜ୍ୟ ଗାଥା ଓ ପାଟ ଶିଳ୍ପ ଦେଶ ବିଦେଶ ରେ ଖ୍ୟାତି ଲାଭ କରିଛି ବୋଲି କ...

Third evening of Mathakhai Festival, Bargarh MP Pradeep Purohit attended as the chief guest: Koshali Natak Ulupi on stage

ମଠଖାଇ ମହୋତ୍ସବ ତୃତୀୟ ସଂଧ୍ୟା , ମୁଖ୍ୟଅତିଥି ଭାବେ ଯୋଗ ଦେଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ : କୋଶଳୀ ନାଟକ ଉଲୁପି ମଞ୍ଚସ୍ଥ

 08-01-2025

ବଲାଙ୍ଗିର : ମଠଖାଇ ମହୋତ୍ସବ ତୃତୀୟ ସଂଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ମହୋତ୍ସବ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ପ୍ରଗତିବାଦୀ ସଂପାଦକ ବିରୁପାକ୍ଷ ତ୍ରିପାଠୀ ଓ ନାଟ୍ୟ ନିର୍ଦେଶକ ତଥା ଲେଖକ ମନୋରଞ୍ଜନ ସାହୁ ଯୋଗଦାନ କରିଛନ୍ତି । ମୁଖ୍ୟଅତିଥି ବରଗଡ଼ ସାଂ...

Subarnapur Lok Mahotsav and District Level Pallishri Mela inaugurated

ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦଘାଟିତ

 07-01-2025

ସୁବର୍ଣ୍ଣପୁର, ୭ ଜାନୁଆରୀ : -ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଗତକାଲି ଉଦଘାଟିତ ହୋଇଯାଇଛି l ଓରମାସ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦ ସୁବର୍ଣ୍ଣପୁର ପକ୍ଷରୁ ଆୟୋଜିତ ଓ ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ମହୋତ୍ସବର ପଲ୍ଲୀଶ୍ରୀ ମେଳା, ଜିଲ୍ଲା ଉନ୍ନୟନ ମେଳା ଓ ସାଂସ୍କୃ...

Narasimha's call to take the theatre movement forward to take society on the right path

ନରସିଂହଙ୍କ ଆହ୍ୱାନ ସମାଜକୁ ଠିକ୍ ବାଟ କୁ ନେବାକୁ ନାଟ୍ୟ ଆନ୍ଦୋଳନକୁ ଆଗକୁ ନିଅ

 07-01-2025

ବଲାଙ୍ଗିର:ମଠଖାଇ ମହୋତ୍ସବ ଦ୍ଵିତୀୟ ରଜନୀ ସାଂସ୍କୃତିକ ସଭା ରେ ଅଧ୍ୟକ୍ଷ ଆହ୍ବାନ ସମାଜ କୁ ବାର୍ତ୍ତା ସବୁ ବେଳେ ନାଟକ ବାର୍ତ୍ତା ଦେଇଥାଏ ପରିବର୍ତ୍ତନ ପାଇଁ ନରସିଂହଙ୍କ ଆହ୍ୱାନ ସମାଜକୁ କରିବାପାଇଁ ନାଟ୍ୟ ଆନ୍ଦୋଳନକୁ ଆଗକୁ ନିଅ ।ସନାତନ ଠାକୁର (ସମ୍ମାନିତ ଅତିଥି). କହିଲେ ଯେ ମଠଖାଇ ମହୋତ୍ସବ ଏକ ଆନ୍ଦୋଳନ କହିଲେ ଅତ୍ୟୁକ୍ତି ହେବନାହିଁ କାରଣ ଆଜିକା...