- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ସୁବର୍ଣ୍ଣପୁର ଲୋକ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଲା ସୋନପୁରର ଓଡ଼ିଶୀ ନୃତ୍ୟ ଶିଳ୍ପୀ ଙ୍କ ନୃତ୍ୟ
ସୁବର୍ଣ୍ଣପୁର, 8 ଜାନୁଆରି :ସୁବର୍ଣ୍ଣ ଲୋକ ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ର ଦ୍ବିତୀୟ ସାଂସ୍କୃତିକ ସନ୍ଧ୍ୟା କାର୍ଯକ୍ରମ କୁ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରି ସୁବର୍ଣ୍ଣପୁର ର କଳା ସଂସ୍କୃତି ପର୍ଯ୍ୟଟନ , ନୌ ବାଣିଜ୍ୟ ଗାଥା ଓ ପାଟ ଶିଳ୍ପ ଦେଶ ବିଦେଶ ରେ ଖ୍ୟାତି ଲାଭ କରିଛି ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଏସପି ଶ୍ରୀ ରାମ ପ୍ରସାଦ ସାହୂ ଯୋଗ ଦେଈ ମନ୍ଦୀର ମାଳିନୀ ସୁବର୍ଣ୍ଣପୁର ଜିଲ୍ଲା ରେ ଯୋଗ ଦେବା ପରେ ମୁଁ ଏ ତନ୍ତ୍ର ମନ୍ତ୍ର ଯନ୍ତ୍ର ପୀଠ ଓ ଲୋକ ଙ୍କ ଆଚାର ବ୍ୟବହାର ରେ ଅଭିଭୂତ ହୋଇଛି ବୋଲି କହିଥିଲେ l ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ମହୋତ୍ସବ ର ଦ୍ବିତୀୟ ସନ୍ଧ୍ୟା ସାଂସ୍କୃତିକ ସଭା କୁ କବି ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା ଆମେ କରିଥିଲେ l ଏ ଡି ଏମ୍ ଅଞ୍ଜଳିନl ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ l ଦ୍ବିତୀୟ ସନ୍ଧ୍ୟା ରେ ସୋନପୁର ସଂଗୀତ ମହା ବିଦ୍ୟାଳୟ ର ଓଡ଼ିଶୀ ନୃତ୍ୟ ,, ମଥୁରା , କୋରାପୁଟ, ରାଜସ୍ଥାନ , କଳାକାର ଙ୍କ ନାଚ ଗୀତ କୁ ହଜାର ଦର୍ଶକ ବିଳମ୍ବିତ ରାତି ଯାଏ ଉପଭୋଗ କରିଥିଲେ lର