BIG NEWS
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ, ଏମ୍ସରେ ଭର୍ତ୍ତି
Elephant menace in Sambalpur bamra

ଗାଁ'ରେ ହାତୀ ଆତଙ୍କ, ସନ୍ଧ୍ୟା ପରଠୁ ପଡିଯାଉଛି ତାଟି କବାଟ

 22-12-2024

ସମ୍ବଲପୁର, ୨୨ ଡିସେମ୍ବର - ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ଜମନକିରା ରେଞ୍ଜ ଅଧିନସ୍ଥ ବନ୍ଧପାଲି ବିଟ୍ ଅଞ୍ଚଳରେ ଏବେ ବଣୁଆ ହାତୀପଲଙ୍କ ଉପଦ୍ରଵ ବଢ଼ିବାରେ ଲାଗିଛି l ବନ ବିଭାଗ ପକ୍ଷରୁ ରୁଗଣ ହାତୀ ଘଉଡ଼ାଇବା ପ୍ରୟାସ ଜାରି ରହିଥିଲେ ମଧ୍ଯ ଲୋକେ ବନବିଭାଗ ଉପରେ ଭରସା କରିନପାରି ସନ୍ଧ୍ଯା ପରେ ହାତୀ ଭୟରେ ଘରର ତାଟି କବାଟ ପକାଇ ଲୋକେ ପଦାକୁ ବାହାରୁନଥିବା...

ଗ୍ରାମାଞ୍ଚଳରେ ଅବାଧ ଦେଶୀ ମଦ କାରବାର

 22-12-2024

ସମ୍ବଲପୁର, ୨୨ ଡିସେମ୍ବର :ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ଗୁଡିକରେ ଦେଶୀ ମଦର କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଭିନ୍ନ ପାନ ଦୋକାନ, ହୋଟେଲ ଭଳି ଜନଗହଳିପୂର୍ଣ ସ୍ଥାନରେ ଏହା ବେଆଇନ୍ ଭାବେ ବିକ୍ରି ହେଉଥିଲେ ହେଁ ଅବକାରୀ ବିଭାଗ ନିଦାବିଷ୍ଣୁ ସାଜିବା ସାଧାରଣରେ ଭୃକୁଞ୍ଚନ ସୃଷ୍ଟି କରିଛି। ସୂଚନା ମତେ, ଜମନକିରା ବ୍ଲକ ଭିତ...

Krishak mela at Sambalpur inaugurated

ଜିଲ୍ଲାସ୍ତରୀୟ କୃଷି ଯାନ୍ତ୍ରୀକରଣ ମେଳା, କୃଷକ ମେଳା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୪-୨୫ ର ଉଦ୍ଘାଟନ

 22-12-2024

ସମ୍ବଲପୁର- ଜିଲ୍ଲାସ୍ତରୀୟ କୃଷି ଯାନ୍ତ୍ରୀକରଣ ମେଳା,କୃଷକ ମେଳା,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୪-୨୫ ର ଉଦଦ୍ଘାଟନ ହୋଇଯାଇଛି, ଯାହା ୨୧ ଡିସେମ୍ବରରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଅବସରରେ ବିଧାୟକ, ସମ୍ବଲପୁର ଜୟନାରାୟଣମ ମିଶ୍ର, ଜିଲ୍ଲାପାଳ, ସମ୍ବଲପୁର ସିଦ୍ଧେଶ୍ଵର ବଳିରାମ ବୋନ୍ଦର,(ଆଇ.ଏ.ଏସ), ସମ୍ବଲପୁର ମହାନଗର ନିଗମ ର କମିଶନର ବେ...