BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

2024ରେ ରାଜଧାନୀରେ 82କୋଟି 53ଲକ୍ଷ 56ହଜାର ସାଇବର ଠକେଇ

FMNEWS.IN 01-01-2025
82 crore 53 lakh 56 thousand cyber frauds in the national capital in 2024

ଭୁବନେଶ୍ୱର, 1 ଜାନୁଆରି:- 2024ରେ ରାଜଧାନୀରେ ବଢିଲା ସାଇବର ଅପରାଧ । ଗୋଟିଏ ବର୍ଷରେ 82କୋଟି 53ଲକ୍ଷ 56ହଜାର ଠକେଇ ହୋଇଛି । ଭୁବନେଶ୍ୱର ସାଇବର ଥାନାରେ 7263ଟି ଅଭିଯୋଗ ହୋଇଛି । ଯେଉଁଥିରେ 23କୋଟି 60ଲକ୍ଷ 14ହଜାର ଟଙ୍କା ଫ୍ରିଜ କରିଛି ପୋଲିସ । 2କୋଟି 50ଲକ୍ଷ ଟଙ୍କା ସାଇବର ଠକଙ୍କ ଠାରୁ ଫେରସ୍ତ କରିଛି ପୋଲିସ । 28ଜଣ ଅପାରଧୀଙ୍କୁ ଗିରଫ କରିଛି ପୋଲିସ ।