BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ଭୁବନେଶ୍ୱର ମର୍ଡର କେସ,ଆଉ ଦୁଇ ଗିରଫ

FMNEWS.IN 09-01-2025
Bhubaneswar murder case, two more arrested

ଭୁବନେଶ୍ୱର, 9 ଜାନୁଆରି ବାଣୀବିହାର ଓଭର ବ୍ରିଜ ଉପରେ ସହଦେବ ନାୟକଙ୍କୁ ବିଭତ୍ସ ହତ୍ୟା ଘଟଣା । ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ହତ୍ୟାକାଣ୍ଡ ଘଟଣାରେ ମୋଟ 5ଜଣଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ ଟିମ । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଦୁଇଜଣ ମହିଳା ରହିଛନ୍ତି । ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ବାଇକ ଓ ଦୁଇଟି ଖଣ୍ଡା ଜବତ ହୋଇଛି ।