Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଡିଲାଇରେ ନାଇଟ ବସରୁ 9 କୋଟି ଟଙ୍କାର ହିରୋଇନ ଜବତ
FMNEWS.IN
07-01-2025
କାର୍ବୀ ଆଙ୍ଗଲୋଙ୍ଗ 7 ଜାନୁଆରୀ:-କାର୍ବୀ ଆଙ୍ଗଲୋଙ୍ଗ ଜିଲ୍ଲାର ଡିଲାଇ ପୋଲିସ ସୋମବାର ରାତିରେ ଏକ ନାଇଟ ବସରେ ସର୍ଚ୍ଚ ଅପରେସନ କରି 9 କୋଟି ଟଙ୍କା ମୁଲ୍ୟର ହିରୋଇନ ଜବତ କରିଛି।ଡିମାପୁରରୁ ମଞ୍ଜା ଯାଉଥିବା ଏମଏନ-07 ଏଚ-0011 ନମ୍ବରର ବସରେ ସର୍ଚ୍ଚ ସମୟରେ ଗୁପ୍ତ ଚ୍ୟାମ୍ବରରେ ଲୁଚି ରହିଥିବା 100 ଟି ସାବୁନ ବକ୍ସରେ 1.220 କିଲୋଗ୍ରାମ ହେରୋଇନ ଜବତ କରାଯାଇଛି।ପୋଲିସ ବସ ଡ୍ରାଇଭର ଅମୀର ଖାନ (34)ଏବଂ ସହକାରୀ ସିଙ୍ଗମୟୁମ ସଜାତ(25)କୁ ଗିରଫ କରିଛି।ପୋଲିସ ସୁଚନାନୁସାରେ ଜବତ କରାଯାଇଥିବାଉଭୟ ଅଭିଯୁକ୍ତ ମଣିପୁରର ବାସିନ୍ଦା। ହେରୋଇନର ବଜାର ମୁଲ୍ୟ ପ୍ରାୟ ନଅ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।ଏହି ମାମଲାର ତଦନ୍ତ ଚାଲିଛି।