Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ରାଜଧାନୀରେ ବନ୍ଧୁକ ଦେଖାଇ ଯୁବକଙ୍କୁ ଅପହରଣ, ଖସିଆସି ଥାନାରେ ଏତଲା ଦେଲେ ଯୁବକ
FMNEWS.IN
13-02-2025
ଭୁବନେଶ୍ୱର ରାଜଧାନୀରେ ଚାଂଚଲ୍ୟ । ଯୁବକଙ୍କୁ ବନ୍ଧୁକ ଦେଖାଇ ଅପହରଣ । କାରରେ ଖଣ୍ଡଗିରି ବଗ ପାର୍କ ନିକଟରୁ ଅପହରଣ କରାଯାଇଥିଲା । ତେବେ ତପୋବନ ନିକଟରେ ଅପହରଣକାରୀଙ୍କ ଠାରୁ ଖସି ଆସି ଥାନାରେ ଅଭିଯୋଗ କରିଛନ୍ତି ଅପହୃତ ଯୁବକ । ଯୁବକଙ୍କ ଅଭିଯୋଗ ଅନୁଯାୟୀ ଭରତପୁର ଥାନା ପୋଲିସ ତଦନ୍ତ କରୁଛି । ଯୁବକଙ୍କ ମୋବାଇଲକୁ ଅପହରଣକାରୀମାନେ ନେଇଯାଇଛନ୍ତି । ଫୋନ କରି 2ଲକ୍ଷ ଟଙ୍କା ପରିବାର ଲୋକଙ୍କୁ ଅପହରଣକାରୀ ମାଗୁଥିବା ଅଭିଯୋଗ ହୋଇଛି । ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି ଅପହରଣକାର ।