BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ନିହତ 16 ମାଓବାଦୀଙ୍କ ମଧ୍ୟରୁ 11ଜଣ ଚିହ୍ନଟ

FMNEWS.IN 24-01-2025
11 of the 16 Maoists killed have been identified

ଭୁବନେଶ୍ୱର, 24 ଜାନୁଆରି -ଓଡିଶା ଛତିଶଗଡ ସୀମାରେ ମାଓ ଏନକାଉଣ୍ଟର ଘଟଣା । 16 ମୃତ ମାଓବାଦୀଙ୍କ ଭିତରୁ 11 ଜଣଙ୍କ ପରିଚୟ ମିଳିଛି। 3 ମୃତ ମାଓବାଦୀ ଓଡିଶାର ବୋଲି ଜଣାପଡିଛି । ଦୁଇ ଜଣ ମାଓବାଦୀ କଳାହାଣ୍ଡିର । ତାଙ୍କ ନାଁ ଶଙ୍କର ଓ ଜୈନି । କଟକ ନିଆଳି ଅଂଚଳର ଜଣେ ମାଓବାଦୀ ନିହତ । ତାର ନାଁ ଆଲୋକ ଓରଫ ମୁନା ।