Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଖନୌରୀରେ ଆଜି ଚାଷୀ ସଙ୍ଗଠନର ବୈଠକରେ ହୋଇପାରେ ବଡ ନିଷ୍ପତି
FMNEWS.IN
18-01-2025
ଚଣ୍ଡିଗଡ, 18 ଜାନୁଆରି - ପଂଜାବର ଖନୌରୀ ବର୍ଡରେ ଆଜି ସଂଘର୍ଷ ମୋର୍ଚ୍ଚାରେ ସାମିଲ ଚାଷୀ ତଥା ମିଳିତ କୃଷକ ମୋର୍ଚ୍ଚା ମଧ୍ୟରେ ଗୁରୁତ୍ୱପୂର୍ର୍ର ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ବଡ ନିଷ୍ପତି ଆସିବା ନେଇ ଅନୁମାନ କରାଯାଉଛି । ଚାଷୀ ରଣନୀତି ପ୍ରସ୍ତୁତ କରି ସଂଘର୍ଷର ଘୋଷଣା କରିପାରନ୍ତି । ଏହା ପୂର୍ବରୁ ବି ଚାଷୀଙ୍କର ସମସ୍ତ ସଙ୍ଗଠନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇସାରିଛି ।
ଖନୌରୀ ବର୍ଡରେ ଚାଷୀ ନେତା ଜଗଜିତ ସିଂହ ଡଲ୍ଲେୱାଲଙ୍କ ଆମରଣ ଅନଶନର ଆଜି 54ତମ ଦିନ ଅଟେ । ଗୁରୁବାର ରାତିରୁ ଡଲ୍ଲେୱାଲ 3ରୁ 4ଥର ବାନ୍ତି କରିସାରିଲେଣି । ଆଜି ସକାଳେ ବି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି ।