BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ଗୌହାଟୀରେ ବିସ୍ଫୋରଣ

FMNEWS.IN 26-01-2025

ଗୌହାଟୀ, ୨୬ ଜାନୁଆରୀ - ଗୌହାଟୀ ସହରର କଟାବାଡି ଅଂଚଳରେ ରବିବାର ଭୋର୍ ପ୍ରାୟ ସାଢ଼େ ୩ଟା ସମୟରେ ବୋମା ବିସ୍ଫୋରଣ ଘଟିଛି । ଖବର ପାଇ ପୋଲିସ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଂଚିଛନ୍ତି ।

ପୋଲିସର ସୂଚନା ଅନୁସାରେ, ପାର୍କିଂରେ ଛିଡା ହୋଇଥିବା ଗାଡିରେ ଏହି ବିସ୍ଫୋରଣ ଘଟିଛି । ଏଥିରେ କେହି ଆହତ ହୋଇନାହାଁନ୍ତି । ସ୍ଥାନୀୟ ଲୋକମାନେ ଅଂଚଳରେ ସନ୍ଦିଗ୍ଧ ଗତିବିଧି ଦେଖିଥିଲେ । ଘଟଣା ପରେ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।