Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ହିମାଚଳ ପ୍ରଦେଶରେ ପ୍ରବଳ ଶୀତ ଅନୁଭୂତ, ଜାନୁୟାରୀ 21ରୁ 24ଯାଏ ବରଫପାତ ଓ ବର୍ଷା ସମ୍ଭାବନା
FMNEWS.IN
19-01-2025
ଶିମଲା, 19 ଜାନୁଆରି- ହିମାଚଳ ପ୍ରଦେଶରେ ଶୀତଲହର ପ୍ରକୋପ ବଢିବାର ଆଶଙ୍କା ରହିଛି । ପାଣିପାଗ କେନ୍ଦ୍ର ଅନୁସାରେ ଜାନୁୟାରୀ 21ରୁ 24 ଯାଏ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ଓ ବରଫପାତ ରହିଛି । ବିଶେଷ କରି ଜାନୁୟାରୀ 22 ଯାଏ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହା ବ୍ୟତୀତ ଜାନୁୟାରୀ 20ରେ ରାଜ୍ୟର ପାହାଡିଆ ଅଂଚଳରେ ଘନ କୁହୁଡି ଆଲର୍ଟ ଦିଆଯାଇଛି ।
ଜାନୁୟାରୀ 21ରୁ ରାଜ୍ୟରେ ପାଣିପାଗର ମିଜାଜ ବଦଳିବ । ଲାହୌଲ ସ୍ପିତି, କିନୌର, କୁଲୁ, ଚମ୍ବା, ମଣ୍ଡି ଜିଲ୍ଲାରେ ମଧ୍ୟରୁ ପ୍ରବଳ ବରଫପାତର ସମ୍ଭାବନା ରହିଛି । ସେହିପରି ଶିମଲା, ସୋଲନ, କାଂଗଡା, ହମିରପୁର, ବିଳାସପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।