Breaking News
ପିତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ ବିକ୍ରମ ପଣ୍ଡା ସମେତ ୧୨ଜଣ ଗିରଫ
FMNEWS.IN
22-10-2025
ଗଞାମ, 22 ଅକ୍ଟୋବର - ପୀତବାସ ପଣ୍ଡା ହଡ୍ଯା କାଣ୍ଡ ଘଟଣାରେ ବିକ୍ରମ ପଣ୍ଡା ସମେତ 12ଜଣ ଗିରଫ । ଗଞାମ ତା22ଅକ୍ଟୋବର (ହିସ) ବିଜେପିନେତାପିତବାସ ପଣ୍ଡା କଂ ହତ୍ଯାକାଣ୍ଡ ଘଟଣା ରେ ପୂର୍ବ ତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବ ତନମେୟର ଶିବଶକଂର ଦାସ,ପୂର୍ବ ତନମେୟରମଳୟ ବିଷୋଇ କଂସମେତ 12ଜଣକୁଂ ବ୍ରହ୍ମପୁର ପୁଲିସ୍ ଗିରିଫ କରିଆଜି କୋର୍ଟ ଚାଲାନକରିଛି। ଦୀର୍ଘ 17 ଦିନ ଘାଣ୍ଟ ଚକଟା ଜେରାପରେ ପୀତବାସପଣ୍ଡା କଂ ହତ୍ୟା ର ପରର୍ଦ୍ଦାଫ୍ଳାସକରିଛି। ଏହିଘଟଣାପରେ ବ୍ରହ୍ମପୁର ସହରତଥାଗଂଜାମ ଜିଲାରେ ଚାଂଚ ଲ୍ଯ ସୃଷ୍ଟି କରିଛି ।ଏସଂପର୍କ ଆଜି ବ୍ରହ୍ମପୁର ପୁଲିସ୍ ଏସପିସର୍ବଣା ବିବେକଏମ ସାମ୍ବାଦିକ ସମ୍ମିଳନୀ କରି ସୂଚନା ପ୍ରଦାନ କରିଛନ୍ତି ।