Breaking News
- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପିସିସି ସଭାପତିଙ୍କ ଫଟୋରେ ଲଗାଇଲେ ନିଆଁ
FMNEWS.IN
23-07-2025
ଜୟପୁର : କଂଗ୍ରେସ ଦଳ ନାରି ସୁରକ୍ଷା ଉପରେ ଯେଉଁ ଡ୍ରାମା କରୁଛନ୍ତି ତାହା ପ୍ରଦାଫାସ ହୋଇଛି । ଜଣେ ଯୁବତିକୁ ଛାତ୍ର କଂଗ୍ରେସ ଯୁବ ସଭାପତି ଉଦିତ ପ୍ରଧାନ ଜଣେ ଯୁବତିତୁ ନିଶା ଦ୍ରବ୍ୟ ଦେଇ ବଳାତ୍କାର କରିଥିଲେ । ଏନେଇ ଯୁବତି ଜଣତ ଥାନାରେ ଅଭିଯୋଗ କରିବାରୁ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଛାତ୍ର କଂଗ୍ରେସର ସଭାପତି କାଯ୍ୟ କଳାପକୁ ବିରୋଧ କରି ଆଜି ଏହା କୁ ବିଜେପି ବିରୋଧ କରି ଜୟପୁର ମଣ୍ଡଳ ସଭାପତି ମନୋଜ କୁମାରସୋ ମହାନ୍ତି ଙ୍କ ନେତ୍ୃତ୍ୱେର ବିଜେପି ନେତା ଓ କର୍ମି ମାନେ ଆଜି ଜୟପୁର ରଜାନହର ଠାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପିସିସି ସଭାପତି ଭକ୍ତଦାସ ଓ ପୁବତନ ଛାତ୍ର ଯୁବ ସଭାପତି ଉଦିତ ପ୍ରଧାନଙ୍କ ଆଜି ଫଟୋ ରେ ନିଆଁ ଲଗାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।