ଚାଷୀମାନେ ଏଫ୍.ଏ.କ୍ୟୁ ମାନର ଧାନ ମଣ୍ଡିକୁ ଆଣନ୍ତୁ, ମିଲରଙ୍କ ମନମାନିକୁ ପ୍ରଶୟ ଦିଆଯିବ ନାହିଁ - ଯୋଗାଣ ମନ୍ତ୍ରୀ

ଭଦ୍ରକ:- ଓଡ଼ିଶା ସରକାରଙ୍କ ଖାଦ୍ୟଯାଗାଣ ଏବଂ ଖାଉଟି କଲ୍ୟାଣ, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭଦ୍ରକ ଜିଲ୍ଲା ଗସ୍ତେର ଆସି ଭଦ୍ରକ ଜିଲ୍ଲା ପ୍ରଶାସନ ର ଧାନ ସଂଗ୍ରହ କାର୍ଯ୍ୟ ପରିଚାଳନାର ସମୀକ୍ଷା କରିଥେଲ। ସେ ଭଦ୍ରକେର ପହଂଚି ପ୍ରଥେମ ଭଣ୍ଡାରେିପାଖରୀ ବ୍ଲକ୍ର ଆଦମପୁରର ଶକ୍ତି ସ୍ୱରୂପା ଏସ୍.ଏଚ୍.ଜି ଧାନକ୍ରୟ କେନ୍ଦ୍ର, ଭଦ୍ରକ ବ୍ଲକ୍ର ବହୁଦରଡ଼ାର ଶ୍ରୀରାମ ପାକ୍ସ ଓ ଅଣ୍ଣର୍ପାଳ ପାକ୍ସ, ତିନିଟି ଧାନମଣ୍ଡିକୁ ଯାଇ ସରକାରୀ ଦରେର ଧାନକ୍ରୟ ବ୍ୟବସ୍ଥାର ତଦାରଖ କରିଥେଲ। କଟନୀଛଟନୀ ନେଇ ଉପସ୍ଥିତ ସ୍ଥାନୀୟ ଜନସାଧାରଣ ଓ ଚାଷୀମାନଙ୍କ ଅଭେିଯାଗ ଶୁଣି ଏଫ୍.ଏ.କ୍ୟୁ ମାନର ଧାନ ବିକ୍ରୟ ପାଇଁ ମଣ୍ଡିକୁ ଆଣିବାକୁ ପରାମର୍ଶ ପ୍ରଦାନ କରିଥେଲ। ଅଣ ଏଫ୍.ଏ.କ୍ୟୁ ଧାନ ଗ୍ରହଣ କରାଯିବ ନାହିଁ, ମଣ୍ଡିରୁ ଫେରାଇ ଦିଆଯିବ ବୋଲି କହିଥେଲ। ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଭଦ୍ରକ ଜିଲ୍ଲାପାଳ ଦିଲୀପ୍ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପ ଜିଲ୍ଲାପାଳ ସୈାରଭ ଚକ୍ରବର୍ତୀ, ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ େବେହରା ପ୍ରମୁଖ ମନ୍ତ୍ରୀଙ୍କ ଗସ୍ତେର କ୍ଷେତ୍ର ସ୍ତରେର ଉପସ୍ଥିତ ଥେଲ। କ୍ଷେତ୍ର ପରିଦଶର୍ନ ପେର ଜିଲ୍ଲା କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହେର ଜିଲ୍ଲାପାଳ ଭଦ୍ରକଙ୍କ ଅଧ୍ୟକ୍ଷତୋର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବାସେୁଦବପୁର ବିଧାୟକ େଅଶାକ କୁମାର ଦାସ ମଧ୍ୟ ଏହି ସମୀକ୍ଷା ବୈଠକେର ଯୋଗ ଦେଇଥେଲ। ଜିଲ୍ଲା ପ୍ରଶାସନ ଆନୁକୂଲ୍ୟେର ସରକାରୀ ଦରେର ଧାନକ୍ରୟ ପାଇଁ ପ୍ରସ୍ତୁତି, ପରିଚାଳନା, ସେଚତନତା, ଅଦ୍ୟାବଧି ଧନକ୍ରୟ ପରିମାଣ, ଉପୁଜୁଥିବା ସମସ୍ୟା ସମାଧାନେର ଜିଲ୍ଲା ପ୍ରଶାସନର ସହେଯାଗ ଆଦି ସମ୍ବନ୍ଧେର ଦୃଶ୍ୟ ଫଳକ ଜରିଅୋର ଉପଜିଲ୍ଲାପାଳ ଉପସ୍ଥାପନ କରିଥେଲ। ଧାନ କିଣୋର ଅଦିନିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଥମଥର ପାଇଁ ସରକାର କ୍ଷତି ପୂରଣ ପ୍ରଦାନ କରିଛନ୍ତି। କ୍ଷତିଗ୍ରସ୍ତ ସେହି ଫସଲର ଉତମ ମାନ ନଥିବା ଧାନ ମଣ୍ଡିକୁ ନ ଆଣିବା ପାଇଁ ସେ ପ୍ରକାଶ କରିଥେଲ। ଧାନ କିଣୋର ମିଲରମାନଙ୍କ ମନମାନିକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଥେଲ।ମଣ୍ଡିରୁ ଧାନ ଉଠାଇବୋର ସହେଯାଗ କରୁନଥିବା ମିଲର ମାନଙ୍କ ବିରୁଦ୍ଧେର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନେିଦ୍ଦର୍ଶ ପ୍ରଦାନ କରି ଆବଶ୍ୟକ େହେଲ ଜିଲ୍ଲା ବାହାରୁ ମିଲର୍ ନେିୟାଜିତ କରାଯିବ ବୋଲି ପ୍ରକାଶ କରିଥେଲ। କଟନୀ ଛଟନୀ କୁ ସେୁଯାଗ ନେଦଇ ଖରାପ ଥିବା ଧାନକୁ ମଣ୍ଡିରୁ ଫେରାଇ ଦେବା ପାଇଁ କହିଥେଲ। ଭଲଧାନ ନ େହେଲ ଭଲ ଚାଉଳ ମିଳିବ ନାହିଁ। ଭଲ ଚାଉଳ ନ ହେଲେ, ଏଫ୍.ସି.ଆଇ. ତାହା ଗ୍ରହଣ କରିବ ନାହିଁ ବୋଲି ସେ ପ୍ରକାଶ କରିଥେଲ। ଚାଷୀମୋନ ଯେପରି ଅସୁବିଧୋର ନ ପଡ଼ନ୍ତି ସୁସଙ୍ଗଠିତ ଢଙ୍ଗେର ସରକାରୀ ମଣ୍ଡି ଜରିଅୋର ମିଲର ମାନଙ୍କ ଦ୍ୱାରା ସେମାନଙ୍କ ଠାରୁ ଉତ୍ତମାନର ଧାନ ସଂଗ୍ରହ କରାଯିବା ଦିଗେର ନେିୟାଜିତ ସମସ୍ତ ପ୍ରଶାସନିକ ଅଧିକାରୀମୋନ ଅଧିକ ଯତ୍ନବାନ୍ ହେବାକୁ ମଧ୍ୟ ମାନ୍ୟବର ମନ୍ତ୍ରୀ ବୈଠକେର ପରାମର୍ଶ ପ୍ରଦାନ କରିଥେଲ। ସୂଚନା ଯୋଗ୍ୟକି ଅଦ୍ୟାବଧି ଜିଲ୍ଲା ପ୍ରଶାସନ ଦ୍ୱାରା ସମୁଦାୟ ୧,୦୦,୧୭୦ କ୍ୱିଂଟାଲ ଧାନ କ୍ରୟ କରାଯାଇଛି।