BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

କଂଗ୍ରେସ ରଙ୍ଗରେ ରଙ୍ଗୀନ ହେବ ଓଡିଶା : ରାମ ଚନ୍ଦ୍ର କାଡାମ

FMNEWS.IN 15-03-2025
Odisha will be colorful in Congress colors: Ram Chandra Kadam

ଭୁବନେଶ୍ୱର , ୧୫ ମାର୍ଚ୍ଚ - ଏଥର କଂଗ୍ରେସ ରଙ୍ଗରେ ରଙ୍ଗୀନ ହେବ ଓଡିଶା। ହୋଲିରେ ସମର୍ଥକଙ୍କ ସହ ରଙ୍ଗ ଖେଳିବା ଅବସରରେ ଏଭଳି ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ। ଶନିବାର ନିଜ ସରକାର ବାସଭବନରେ କିଛି କଂଗ୍ରେସ ନେତା ଓ କର୍ମୀଙ୍କ ସହ ହୋଲି ପାଳନ କରିଥିଲେ ରାମଚନ୍ଦ୍ର କାଡାମ। ସେପଟେ କଂଗ୍ରେସ ଭବନରେ ହୋଲି ଅବସରରେ ନାଚ ଗୀତ ର ଆସର ଜମିଛି। କଂଗ୍ରେସ କର୍ମୀଙ୍କ ସହ ବାଜା ବଜେଇ ହୋଲି ପାଳନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ।