BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ରାଜ୍ୟର ୩୨ ଟି ସାଂଗଠାନିକ ଜିଲ୍ଲାର ଅନ୍ତରୀଣ ଜିଲ୍ଲା ସଭାପତି ନିଯୁକ୍ତ କଲେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ

FMNEWS.IN 01-07-2025
PCC President Shri Bhakta Charan Das  appoints of interim district presidents for the 32 organizational districts

ଭୁବନେଶ୍ୱର :ପିସିସି ସଭାପତି ଭକ୍ତ ଚରଣ ଦାସ ରାଜ୍ୟର ୩୫ ଟି ସାଂଗଠାନିକ ଜିଲ୍ଲା ମଧ୍ୟରୁ ୩୨ ଟି ଜିଲ୍ଲାର ଅନ୍ତରୀଣ ବା ମଧ୍ୟବର୍ତ୍ତୀ କାଳୀନ ଜିଲ୍ଲା ସଭାପତି ନିଯୁକ୍ତ କରି ତାଙ୍କ ନାମ ତାଲିକା ଘୋଷଣା କରିଛନ୍ତି। ବାକି ୩ ଜିଲ୍ଲାର ଷ୍ଟିଆରିଂ କମିଟି ବୁଝିବ ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ ପାଇଛି।

ନିମ୍ନ ରେ ଜିଲ୍ଲା ଓ ଜିଲ୍ଲା ସଭାପତିଙ୍କ ଘୋଷଣା କରାଯାଇଛି।

ଅନୁଗୁଳ - ଇଂ ଅମ୍ବିକା ପ୍ରସାଦ ଭଟ୍ଟ

ବାଲେଶ୍ଵର - ସଞ୍ଜୀବ ଗିରି

ବରଗଡ଼ - ହରଦୀପ ସିଂହ

ଭଦ୍ରକ - ଅସିତ୍ ପଟ୍ଟନାୟକ

ଭୁବନେଶ୍ୱର - ବିଶ୍ୱଜିତ୍ ଦାଶ

ବୌଦ୍ଧ - ନବ କୁମାର ମିଶ୍ର

କଟକ ସହର - ସୋଫିଆ ଫିର୍ଦୋଷ

କଟକ ଜିଲ୍ଲା - ପ୍ରଦୀପ୍ତ କୁମାର ଦାସ

ଦେବଗଡ଼ - ସେମ୍ ହେମ୍ବ୍ରମ

ଢେଙ୍କାନାଳ - ଛବିରାଜ୍ ବିଶ୍ଵାଳ

ଗଜପତି - ଦାଶରଥି ଗମାଙ୍ଗୋ

ଗଞ୍ଜାମ( ପୂର୍ବ) - ଦେବକାନ୍ତ ଶର୍ମା

ଜଗତସିଂହପୁର - ନଟବର ବାରିକ

ଯାଜପୁର - ମନୋଜ ରାଉତ

ଝାରସୁଗୁଡ଼ା - ଜୀବନ ସାର୍ଥକ ଦାଶ

କଳାହାଣ୍ଡି - ଜଳନ୍ଧର ନାୟକ

କନ୍ଧମାଳ - ଚନ୍ଦ୍ର ପରିଡା

କେନ୍ଦ୍ରାପଡ଼ା - ପ୍ରଫୁଲ୍ଲ ଦାଶ

କେନ୍ଦୁଝର - ସଙ୍ଗୀତା ସିଂହ

ଖୋର୍ଦ୍ଧା - ରାଜୀବ ପଟ୍ଟନାୟକ

କୋରାପୁଟ - ଶଶିଭୂଷଣ ପାତ୍ର

ମାଲକାନଗିରି - ଜି ଶ୍ରୀନିବାସ ରାଓ

ମୟୂରଭଞ୍ଜ(ପୂର୍ବ) - ଅରବିନ୍ଦ ଦାଶ

ମୟୂରଭଞ୍ଜ (ପଶ୍ଚିମ) - ଭୁବନ ବିହାରୀ ସାହୁ

ନୟାଗଡ଼ - ସତ୍ୟବ୍ରତ ନାୟକ

ନୂଆପଡ଼ା - ଘାସିରାମ ମାଝୀ

ପୁରୀ - ରାଜେଶ ମିଶ୍ର

ରାୟଗଡ଼ା - ଦୁର୍ଗା ପ୍ରସାଦ ପଣ୍ଡା

ରାଉରକେଲା - ଜ୍ଞାନେନ୍ଦ୍ର ଦାସ

ସମ୍ବଲପୁର - ଦୁର୍ଗା ପାଢ଼ୀ

ସୁବର୍ଣ୍ଣପୁର - ବିନୋଦ ପାତ୍ର

ସୁନ୍ଦରଗଡ଼ - ନିର୍ମଳ ନାୟକ

ସେହିପରି ଅବଶିଷ୍ଟ ୩ ଟି ସାଂଗଠାନିକ ଜିଲ୍ଲା ବଲାଙ୍ଗୀର,ଗଞ୍ଜାମ( ପଶ୍ଚିମ) ଓ ନବରଙ୍ଗପୁର ଷ୍ଟିଆରିଂ କମିଟି ବୁଝିବ।